ଏଇ ଭାରତରେ

ମହିଳା ସଶକ୍ତୀକରଣର ଏକ ଶ୍ରେଷ୍ଠ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପଶ୍ଚିମ ମହାରାଷ୍ଟ୍ରରେ। ଚେତନା ଗଲା ସିହ୍ନା ନିଜସ୍ବ ଉଦ୍ୟମରେ ଏକ ବ୍ୟାଙ୍କା ପ୍ରତିଷ୍ଠା କରି ୨ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିପାରିଛନ୍ତି। ଏହି ବ୍ୟାଙ୍କର ନାଁ ରଖିଛନ୍ତି ମାନ ଦେଶୀ ମହିଳା ସହକାରୀ ବ୍ୟାଙ୍କ। ଏହାକୁ ସେ ୧୯୯୭ରେ ପ୍ରତିଷ୍ଠା କରିଥିଲେ। ଚେତନାଙ୍କ ବୟସ ଏବେ ୬୫। ଭାରତରେ ପ୍ରଥମେ ଗ୍ରାମୀଣ ମହିଳାମାନଙ୍କ ପାଇଁ ସେ ଏଭଳି ବ୍ୟାଙ୍କ ଖେଲିଥିଲେ। ଥରେ ଚେତନା ତାଙ୍କ ପଡୋଶୀଙ୍କୁ ନେଇ ବ୍ୟାଙ୍କରେ ଖାତା ଖୋଳିବାକୁ ଯାଇଥିଲେ। କିନ୍ତୁ ପଡ଼ୋଶୀଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିବାରୁ ସେ ଖାତା ଖୋଲିପାରିଲେନାହଁ। ଏଭଳି ଘଟଣା ଚେତନାଙ୍କୁ ମର୍ମାହତ କଲା । ପରେ ସେ ମହିଳାମାନଙ୍କୁ ବ୍ୟଙ୍କିଙ୍ଗ୍‌ ସେବା ଯୋଗାଇ ଦେବା ଲାଗି ରିଜର୍ଭବ୍ୟାଙ୍କରୁ ଲାଇସେନ୍ସ ପାଇଁ ଅବେଦନ କରିଥିଲେ। ପରେ ସେ ୧,୩୩୫ ମହିଳାଙ୍କର ୭.୮ ଲକ୍ଷ ଟଙ୍କାକୁ ନେଇ ବ୍ୟାଙ୍କ ପ୍ରତିଷ୍ଠା କଲେ। ଏବେ ସେଥିରେ ୨ ଲକ୍ଷ ମହିଳା ଟଙ୍କା ଜମା ରଖିବା ସହ ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପରେ ସକ୍ରିୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri