ଏଇ ଭାରତରେ

ମହିଳା ସଶକ୍ତୀକରଣର ଏକ ଶ୍ରେଷ୍ଠ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପଶ୍ଚିମ ମହାରାଷ୍ଟ୍ରରେ। ଚେତନା ଗଲା ସିହ୍ନା ନିଜସ୍ବ ଉଦ୍ୟମରେ ଏକ ବ୍ୟାଙ୍କା ପ୍ରତିଷ୍ଠା କରି ୨ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିପାରିଛନ୍ତି। ଏହି ବ୍ୟାଙ୍କର ନାଁ ରଖିଛନ୍ତି ମାନ ଦେଶୀ ମହିଳା ସହକାରୀ ବ୍ୟାଙ୍କ। ଏହାକୁ ସେ ୧୯୯୭ରେ ପ୍ରତିଷ୍ଠା କରିଥିଲେ। ଚେତନାଙ୍କ ବୟସ ଏବେ ୬୫। ଭାରତରେ ପ୍ରଥମେ ଗ୍ରାମୀଣ ମହିଳାମାନଙ୍କ ପାଇଁ ସେ ଏଭଳି ବ୍ୟାଙ୍କ ଖେଲିଥିଲେ। ଥରେ ଚେତନା ତାଙ୍କ ପଡୋଶୀଙ୍କୁ ନେଇ ବ୍ୟାଙ୍କରେ ଖାତା ଖୋଳିବାକୁ ଯାଇଥିଲେ। କିନ୍ତୁ ପଡ଼ୋଶୀଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିବାରୁ ସେ ଖାତା ଖୋଲିପାରିଲେନାହଁ। ଏଭଳି ଘଟଣା ଚେତନାଙ୍କୁ ମର୍ମାହତ କଲା । ପରେ ସେ ମହିଳାମାନଙ୍କୁ ବ୍ୟଙ୍କିଙ୍ଗ୍‌ ସେବା ଯୋଗାଇ ଦେବା ଲାଗି ରିଜର୍ଭବ୍ୟାଙ୍କରୁ ଲାଇସେନ୍ସ ପାଇଁ ଅବେଦନ କରିଥିଲେ। ପରେ ସେ ୧,୩୩୫ ମହିଳାଙ୍କର ୭.୮ ଲକ୍ଷ ଟଙ୍କାକୁ ନେଇ ବ୍ୟାଙ୍କ ପ୍ରତିଷ୍ଠା କଲେ। ଏବେ ସେଥିରେ ୨ ଲକ୍ଷ ମହିଳା ଟଙ୍କା ଜମା ରଖିବା ସହ ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପରେ ସକ୍ରିୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri