ଥାଇରଏଡ୍କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଫଳ, ପନିପରିବାର ଏବଂ ମାଛ ରହିଛି। ସବୁଠୁ ଉପକାରୀ କଦଳୀ। ପ୍ରତିଦିନ କଦଳୀ ଖାଇଲେ ଥାଇରଏଡ୍ ନିୟନ୍ତ୍ରଣରେ ରହିଥାଏ। ଆପଣ ଚାହିଁଲେ ସମ୍ବର, ତରକାରୀ, ରାଇତା ଏବଂ ଅନ୍ୟ ପନିପରିବା ସହ କଦଳୀ ବ୍ୟବହାର କରି ଖାଇପାରିବେ। ଏଥିରେ ଆୟୋଡିନ୍ ପ୍ରଚୁର ପରିମାଣରେ ରହିଥାଏ। ଯାହା ଥାଇରଏଡ୍ ପାଇଁ ବହୁ ଉପକାରୀ। ଏହା ବ୍ୟତୀତ ଆମ୍ବ ମଧ୍ୟ ଥାଇରଏଡ୍ ପାଇଁ ଲାଭଦାୟକ। କେଶର ବାଦାମ ଏବଂ ତେଲିଆ ମାଛ ଥାଇରଏଡ୍ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।
ତେଲିଆ ମାଛରେ ଆୟୋଡିନ, ଆଣ୍ଟି-ଅକ୍ସିଡେଟିଭ, ଆଣ୍ଟି-କର୍କିନୋଜେନିକ ଗୁଣ ରହିଛି। ଏହି ଗୁଣଗୁଡିକ ମସ୍ତିଷ୍କକୁ ସମସ୍ତ ପ୍ରକାର ରୋଗରୁ ରକ୍ଷା କରିଥାଏ।