Categories: ଖେଳ

ବର୍ଷା ଯୋଗୁ ଅଧାରୁ ଅଟକିଲା ମ୍ୟାଚ

ମୋହଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ବାଧକ ସାଜିଛି ବର୍ଷା। ବର୍ଷା ହେତୁ ମ୍ୟାଚ ଅଧାରୁ ଖେଳ ବନ୍ଦ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୩୫.୪ ଓଭରରେ ୪ ଉଇକେଟ୍‌ ହରାଇ ୧୬୬ ରନ ସଂଗ୍ରହ କରିଛି। ସୂଚନାଯୋଗ୍ୟ, ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି।

Share