Categories: ଖେଳ

ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ୩ୟ ଟି -୨୦

ଗୁୟାନା,୮।୮: ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ଆଜି ଗୁୟାନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ ଖେଳାଯିବ।

ଟି -୨୦ ଇଣ୍ଟରନ୍ୟାଶନାଲରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ଏ ପର୍ଯ୍ୟନ୍ତ ୨୭ ଥର ସଂଘର୍ଷ କରିଛନ୍ତି। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ ୧୭ଟି ମ୍ୟାଚ ଜିତିଛ। ଯେଉଁଠାରେ ୱେଷ୍ଟଇଣ୍ଡିଜ ୯ଟି ମ୍ୟାଚ ଜିତିଛ। ଏହା ବ୍ୟତୀତ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନ ଥିଲା।

Share