କେନ୍ଦୁଝର,୧୫।୮(ସ୍ବ.ପ୍ର.): କରୋନା କଟକଣା ମଧ୍ୟରେ କେନ୍ଦୁଝରରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଶନିବାର ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏ ଥିରେ ମୁଖ୍ୟ ଅତିଥି ଭାବରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦ୍ବୋଧନ ଦେଇଛନ୍ତି। ଏହା ସହ ଜିଲାପାଳ ଆଶୀଷ ଠାକ୍ରେ, ଏସ୍ପି ମିତ୍ରଭାନୁ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ, ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, କେନ୍ଦୁଝର