Categories: ଖେଳ

ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ ଟିମ୍‌ ବିଶ୍ୱକପ୍‌ରେ ଲଗାତାର ଦୁଇଟି ବିଜୟ ସହ ବିଶ୍ୱକପ୍‌ରେ ନିଜର ଯାତ୍ରା ଆରମ୍ଭ କରିଛି। ଏଥିସହ ଦଳ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ପହଞ୍ଚିଛି। ଭାରତ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ପରାଜିତ କରିବା ପରେ +୧.୫୦୦ ନେଟ୍‌ ରନ୍‌ ରେଟ୍‌ ସହ ୪ ଅଙ୍କ ପାଇଛି। ଶୀର୍ଷରେ ନ୍ୟୁଜିଲାଣ୍ଡ +୧.୯୫୮ ନେଟ୍‌ ରନ୍‌ ରେଟ୍‌ ସହ ରହିଛି। ପାକିସ୍ତାନ ୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ଅଛି।

Share