ଭାରତରେ ନୂଆ ରେକର୍ଡ କଲା ସୁନା ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ,୧।୪: ସୋମବାର ଭାରତୀୟ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବିଦେଶୀ ବଜାରରେ ଲାଭ ଏବଂ ଗ୍ରାହକଙ୍କ ମଧ୍ୟରେ ସୁନାର ଚାହିଦା ବୃଦ୍ଧି କାରଣରୁ ଦରବୃଦ୍ଧିର କାରଣ ବୋଲି ଡିଲର ମାନେ କହିଛନ୍ତି। ଏଥିସହିତ ସୋମବାର ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୯,୪୮୭ ଟଙ୍କାରେ ପହଞ୍ଚିଛି। ୨୦୨୪ରେ ବର୍ତମାନ ସୁଦ୍ଧା ଭାରତୀୟ ଘରୋଇ ବଜାରରେ ସୁନା ମୂଲ୍ୟ ୧୦% ବଢି ସାରିଲାଣି।

ଗତ ସପ୍ତାହରେ ମାର୍ଚ୍ଚରେ ଭାରତର ସୁନା ଆମଦାନୀ ୯୦% ରୁ ଅଧିକ ହ୍ରାସ ପାଇ କରୋନା ମହାମାରୀ ପରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଜଣେ ସରକାରୀ ଅଧିକାରୀ ଏବଂ ଦୁଇ ବ୍ୟାଙ୍କ ଡିଲରଙ୍କ ସୂତ୍ରରୁ ଗତ ସପ୍ତାହରେ ରଏଟର୍କୁ ଏହି ରିପୋର୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Salary Hike: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ପୋଲିସ କର୍ମଚାରୀଙ୍କ ଦରମା ୫୫ହଜାର ଯାଏ ବୃଦ୍ଧି

ଭୁବନେଶ୍ୱର,୧୭।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର...

ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପୂର୍ବରୁ +୩ ନାମଲେଖା ପାଇଁ ଆବେଦନ, ଜାଣନ୍ତୁ ଓଡ଼ିଶା ସରକାରଙ୍କ ଯୋଜନା

ଭୁବନେଶ୍ୱର,୧୭।୫: ପୂର୍ବ ସ୍ନାତକ ପ୍ରବେଶ ପ୍ରକ୍ରିୟାରୁ ଏକ ପ୍ରମୁଖ ପରିବର୍ତ୍ତନ ଆଣି, ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ଟ୍ରାଫିକ ଓ ସଡକ ସୁରକ୍ଷା ବିଭାଗରେ ୨ ହଜାର ନୂତନ ପଦବୀ ସୃଷ୍ଟି

ଭୁବନେଶ୍ୱର,୧୭।୫: ରାଜ୍ୟରେ ଟ୍ରାଫିକ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ ଶାଖାରେ ୨...

ହୃଦୟବିଦାରକ ଘଟଣା: ୧୧ ବର୍ଷର ମୁକ, ବଧିର ନାବାଳିକାଙ୍କୁ ବଳାତ୍କାର, ନିର୍ଯାତନା

ନୂଆଦିଲ୍ଲୀ,୧୭ା୪: ଉତ୍ତରପ୍ରଦେଶର ରାମପୁରରେ ଜଣେ ୧୧ ବର୍ଷୀୟ ମୁକ ଏବଂ ବଧିର ନାବାଳିକାଙ୍କ ସହ ବଳାତ୍କାର ଓ ନିର୍ଯ୍ୟାତନର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।...

କଂଗ୍ରେସରେ ମିଶିଲେ ବହୁ ବିଜେଡି-ଭାଜପା ନେତା, ରାଜନୀତିରେ ହଲଚଲ

ଭୁବନେଶ୍ୱର,୧୭ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଜେଡି, ଭାଜପା ନେତା ଓ କର୍ମୀ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ...

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୧୬.୪: କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ଯାହା ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ...

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image