ଆମେରିକାରେ ବଢିଛି ଭାରତୀୟ ଆମ୍ବର ଚାହିଦା

ଓ୍ବାଶିଂଟନ୍‌,୨୮।୧୦: ବିଦେଶରେ ବଢିଛି ଭାରତୀୟ ଆମ୍ବର ଚାହିଦା। ଆମ୍ବ ରପ୍ତାନିକାରୀମାନଙ୍କ ମଧ୍ୟରେ ଭାରତର ସ୍ଥାନ ଅନ୍ୟତମ। ଭାରତର ମୁକେଶ ଅମ୍ବାନୀ ଏସିଆର ସର୍ବବୃହତ ଆମ୍ବ ରପ୍ତାନିକାରୀ ମଧ୍ୟରୁ ଜଣେ। ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି। ତେବେ ଭାରତୀୟ ଆମ୍ବର ଫିଭର ଘାରିଛି ଆମେରିକୀୟଙ୍କୁ। ମାତ୍ର ୫ମାସ ମଧ୍ୟରେ, ଆମେରିକା ଭାରତ ଠାରୁ ୨ହଜାର ଟନରୁ ଅଧିକ ଆମ୍ବ ଆମଦାନୀ କରିଛି।
ବାଣିଜ୍ୟ ମନ୍ତ୍ରଣାଳୟ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତରୁ ରପ୍ତାନି ହୋଇଥିବା ଆମ୍ବ ରପ୍ତାନୀ ତଥ୍ୟକୁ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଭାରତ ୨୭,୩୩୦,୦୨ଟନ ଆମ୍ବ ରପ୍ତାନି କରିଛି। ଗତ ବର୍ଷ ସମାନ ଅବଧିରେ ଭାରତ ୨୨,୯୬୩,୭୮ଟନ ଆମ୍ବ ରପ୍ତାନି କରିଥିଲା। ଯାହା ମୋଟ ୧୯ଶତକଡା ଅଭିବୃଦ୍ଧି ଦର୍ଶାଉଛି।

ଆମେରିକା ଭାରତରୁ ସର୍ବାଧିକ ଆମ୍ବ ଆମଦାନୀ କରିଛି। ଏହି ୫ମାସ ମଧ୍ୟରେ, ଭାରତରୁ ଆମେରିକାକୁ ୨୦୪୩.୬୦ଟନ ଆମ୍ବ ରପ୍ତାନି କରାଯାଇଛି। ଏହା ବ୍ୟତୀତ ଜାପାନ ଭାରତରୁ ୪୩ ଟନ ଆମ୍ବ, ନ୍ୟୁଜିଲ୍ୟାଣ୍ଡ ୧୧୧ଟନ, ଅଷ୍ଟ୍ରେଲିଆ ୫୮,୪୨ ଟନ ଏବଂ ଦକ୍ଷିଣ ଆଫ୍ରିକା ୪,୪୪ଟନ ଆମଦାନୀ କରିଛି। ଏହା ବ୍ୟତୀତ ଇରାନ, ମରିସସ, ଏବଂ ନାଇଜେରିଆ ପରି ଅନେକ ଦେଶ ଭାରତରୁ ବହୁ ପରିମାଣରେ ଆମ୍ବ ଆମଦାନୀ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri