Posted inଖେଳ

ବିଜୟର ଦ୍ୱାରଦେଶରେ ଭାରତ: ଆଉ ମାତ୍ର ୩ ଉଇକେଟ ଆବଶ୍ୟକ…

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଜାରି ରହିଛି। ଏହି ମ୍ୟାଚ୍‌ରେ ଭାରତ ବିଜୟ ଆଡ଼କୁ ମୁହାଁଇଛି। ଭାରତକୁ ଜିତିବାକୁ ଆଉ ମାତ୍ର ୩ ଉଇକେଟ୍‌ ଆବଶ୍ୟକ।

୧୮୨ ସ୍କୋରରେ ଅଷ୍ଟ୍ରେଲିଆ ସପ୍ତମ ଝଟକା ଦେଇଥିଲା। ବିଜୟଠାରୁ ଭାରତ ତିନି ଉଇକେଟ ଦୂରରେ। ନୀତୀଶ ମିଚେଲ ମାର୍ଶଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ। ସେ ୪୭ ରନ ସ୍କୋର କରିପାରନ୍ତି। ଏବେ ଆଲେକ୍ସ କେରି ଏବଂ ମିଚେଲ ଷ୍ଟାର୍କ କ୍ରିଜରେ ଅଛନ୍ତି। ଜିତିବା ପାଇଁ ଅଷ୍ଟ୍ରେଲିଆ ତଥାପି ୩୫୨ରନ ଆବଶ୍ୟକ କରୁଛି।

ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବ ତାହା ସ୍ପଷ୍ଟ ହୋଇଯିବ। ଭାରତ ଅତିକମରେ ଚାରିଟି ଟେଷ୍ଟ ଜିତିବା ଆବଶ୍ୟକ। ଭାରତୀୟ ଅଧିନାୟକ ଜସପ୍ରୀତ ବୁମ୍‌ରା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ପାଇଁ ଭାରତ ୫୩୪ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରତିଶୋଧ ନେଲା ଭାରତ: ୧୩୬ ବର୍ଷର ରେକର୍ଡ ଭାଙ୍ଗିଲା

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ସମସ୍ତଙ୍କ ଆଶାଠାରୁ ଅତିକ୍ରମ କରି ପର୍ଥରେ ଟିମ ଇଣ୍ଡିଆ ଚମତ୍କାର କରିଛି। ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ...

ମାଟି କାମୁଡିଲା କଙ୍ଗାରୁ ଟିମ୍‌: ଭାରତର ଐତିହାସିକ ବିଜୟ

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ପର୍ଥରେ ଚାଲିଥିବା...

ମାଲାମାଲ ହେଲେ ରିଷଭ ପନ୍ତ: ଏହିସବୁ ଖେଳାଳିଙ୍କୁ ପଛରେ ପକାଇଲେ

ଦୁବାଇ,୨୫।୧୧: ଆଇପିଏଲ୍‌ ୨୦୨୫ର ମେଗା ନିଲାମ ବମ୍ପର ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ରିଷଭ ପନ୍ତ ସର୍ବାଧିକ ମୂଲ୍ୟର ଖେଳାଳି ହୋଇପାରିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର...

ବଡ଼ ଓଲଟପାଲଟ କଲା ଜିମ୍ବାଓ୍ବେ: ପାକିସ୍ତାନକୁ ଧୂଳି ଚଟେଇ…

ନୂଆଦିଲ୍ଲୀ,୨୫।୧୧:ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଥିବା ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ...

IPL Auction: ଏହି ସମସ୍ତ ଷ୍ଟାର ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍

ଜେଦାହ,୨୪ା୧୧: ଇଣ୍ଡିଆନ ପରିମିୟର ଲିଗ୍ (ଆଇପିଏଲ) ୨୦୨୫ ସିଜିନ୍ ମେଗା ନିଲାମୀରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଯାଇଛି। ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠୁ...

ଟ୍ରେଣ୍ଟ ବୋଲ୍ଟଙ୍କ ଲାଗି ଟଙ୍କା ବର୍ଷା କଲା ମୁମ୍ବାଇ: ସାମୀ, ନଟରାଜନ, ଜୋଫ୍ରା ଅର୍ଚ୍ଚରଙ୍କୁ କିଣିଲେ ଏହି ଟିମ୍

ଜେଦାହ,୨୪ା୧୧: ରବିବାର ସାଉଦି ଆରବର ଜେଦାହରେ ଅନୁଷ୍ଠିତ ମେଗା ଅକ୍ସନରେ ବିଦେଶୀ ଖେଳାଳିଙ୍କ ଚାହିଦାକୁ ଫିକା କରି ଦେଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଉଇକେଟ...

ପୁଣି ଧୋନୀଙ୍କ ସହିତ ଖେଳିବେ ଅଶ୍ୱିନୀ: ଏହି ତିନି ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କଲା ଚେନ୍ନାଇ

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପୁଣିଥରେ ଦଳରେ ସାମିଲ କରିଛି। ରବିବାର ଅନୁଷ୍ଠିତ ନିଲାମୀରେ ଟିମ୍ ଅଶ୍ୱିନୀଙ୍କୁ ୯.୭୫ କୋଟି...

ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri