On the auspicious occasion of Children’s Day, kids remember the first Prime Minister of India, Jawaharlal Nehru, fondly called ‘Chacha Nehru’. The former prime minister always emphasised that children should be nurtured with love and care as they are the future of the nation and the citizens of tomorrow. Do watch this video to know more about Jawaharlal Nehru on his birth 130th birth anniversary.
ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ। ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଚାଚା ନେହେରୁ କୁହନ୍ତି । ସେ ଥିଲେ ଜଣେ ଲୋକପ୍ରିୟ ନେତା , ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରନାୟକ ଓ ଅନ୍ତଃରାଷ୍ଟ୍ରୀୟ ରାଜନେତା। ଆସନ୍ତୁ ତାଙ୍କ ଜୀବନ ବାବଦରେ ଅଧିକ କିଛି ଜାଣିବା ଏହି ଭିଡିଓରେ …