ଜମ୍ମୁ-କଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଜାତିସଂଘରେ କହିଲା ଭାରତ

ନୁୟର୍କ/ନୂଆଦିଲ୍ଲୀ,୨୩।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଦେଇଥିବା ଭାଷଣ ଉପରେ ଭାରତ ଟାର୍ଗେଟ୍‌ କରି ପଡୋଶୀ ଦେଶକୁ ଏହି ତିନୋଟି ପ୍ରସଙ୍ଗରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛି।

ୟୁଏନଜିଏର ଦ୍ୱିତୀୟ କମିଟି ପାଇଁ ମିଳିତ ଜାତିସଂଘର ପ୍ରଥମ ସଚିବ ପଟେଲ ଗେହଲଟ କହିଛନ୍ତି ଯେ, ପାକିସ୍ତାନ ଭାରତ ଅଧିକୃତ ଅଞ୍ଚଳ ଖାଲି କରି ସୀମା ଆତଙ୍କବାଦକୁ ବନ୍ଦ କରିବା ଉଚିତ୍‌। ଏଥିସହ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୋଧରେ ମାନବିକ ଅଧିକାରର ଉଲ୍ଲଂଘନକୁ ରୋକନ୍ତୁ।

ଭାରତୀୟ କୂଟନୀତିଜ୍ଞ ପାକିସ୍ତାନକୁ ନିନ୍ଦା କରି କହିଛନ୍ତି, କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରର ସହିତ ଲଦାଖ ମଧ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତର ଘରୋଇ ବ୍ୟାପାର ସମ୍ପର୍କରେ ବିବୃତ୍ତି ଦେବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଲାଲୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି, ଯଦି ସେ…, ଖୋଲା ଅଫର ଦେଲେ ପ୍ରଶାନ୍ତ କିଶୋର

ପାଟନା,୧।୧୧: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ। ଏହି ସମୟରେ ସେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ନଭେମ୍ବରରେ ଅବସର ନେବେ ସିଜେଆଇ ଚନ୍ଦ୍ରଚୁଡ, ଯିବା ସମୟରେ ଶୁଣାଇବେ ୫ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ୧୦ ନଭେମ୍ବରରେ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ମରଣୀୟ ହେବ।...

ଭାଙ୍ଗିଗଲା ପାକିସ୍ତାନ ରାଷ୍ଟ୍ରପତିଙ୍କ ଗୋଡ଼, ବିମାନରୁ ଓହ୍ଲାଇବା ସମୟରେ ପଡିଗଲେ ଜରଦାରୀ

ଇସଲାମାବାଦ,୧।୧୧: ବିମାନରୁ ଓହ୍ଲାଇବା ସମୟରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ତଳେ ପଡି ଯାଇଥିଲେ ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି।...

କଂଗ୍ରେସ ନେତା କ୍ଷମା ମାଗିବା ଉଚିତ, କାହିଁକି ଏମିତି କହିଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧।୧୧: କର୍ନାଟକରେ ‘ଶକ୍ତି’ ଗ୍ୟାରେଣ୍ଟି ସମୀକ୍ଷା ଉପରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ନିନ୍ଦା କରିବା ପରେ...

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

ବିବେକ ଦେବରୟ କିଏ? ଜେଜେ-ଜେଜେମା’ ଆସିଥିଲେ ବାଂଲାଦେଶରୁ ସେ କିନ୍ତୁ ପାଲଟି ଯାଇଥିଲେ ମୋଦିଙ୍କ ଚାଣକ୍ୟ

ନୂଆଦିଲ୍ଲୀ,୧।୧୧: ଅର୍ଥନୈତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଣକ୍ୟ ଥିତବା ବ୍ୟକ୍ତି ଏହି ଦୁନିଆରେ ଆଉ ନାହାଁନ୍ତି। ଯେଉଁ ବ୍ୟକ୍ତି ଦାରିଦ୍ର୍ୟର ଏକ ନୂତନ ମାନର ପ୍ରଚାର...

ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ‘ଶକ୍ତି’ ଯୋଜନାକୁ ପୁନର୍ବିଚାର କରିବା ବିବୃତ୍ତିରେ ରାଗିଛନ୍ତି। ଖାର୍ଗେ ଶିବକୁମାରଙ୍କୁ ସ୍ପଷ୍ଟ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri