Posted inଖେଳ

କଟକ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌

କଟକ,୨୨।୩: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା-ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଶନିବାର ପ୍ରକାଶ ପାଇଛି। ସିରିଜର ପ୍ରଥମ ମ୍ୟାଚ ବାରବାଟୀରେ ଡିସେମ୍ବର ୯ରେ ଖେଳାଯିବ।

ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ୫ଟି ଏବଂ ୩ଟି ଦିନିକିଆ ମ୍ୟାଚର ଏକ ସିରିଜ ଖେଳାଯିବ। ଏହା ବ୍ୟତୀତ ଭାରତକୁ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ସିରିଜ ଖେଳିବାକୁ ପଡିବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ହେବ, ଯାହା ମଧ୍ୟରୁ ୩ଟି ମ୍ୟାଚ୍‌ ରାଞ୍ଚି, ରାୟପୁର ଏବଂ ଭାଇଜାଗରେ ଖେଳାଯିବ। ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଡିସେମ୍ବର ୯ରୁ ଆରମ୍ଭ ହୋଇ ସିରିଜର ଶେଷ ମ୍ୟାଚ୍‌ ଡିସେମ୍ବର ୧୯ରେ ଖେଳାଯିବ। ସବୁଠାରୁ ବଡ କଥା ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକାର ପ୍ରଥମ ଟି-୨୦ କଟକରେ ଖେଳାଯିବ।

ଦିନିକିଆ ସିରିଜ
ପ୍ରଥମ ଦିନିକିଆ- ନଭେମ୍ବର ୩୦- ରାଞ୍ଚି
ଦ୍ୱିତୀୟ ଦିନିକିଆ- ଡିସେମ୍ବର ୩- ରାୟପୁର
ତୃତୀୟ ଦିନିକିଆ – ଡିସେମ୍ବର ୬ – ଭାଇଜାଗ

ଟି-୨୦
ପ୍ରଥମ ଟି-୨୦- ୯ ଡିସେମ୍ବର- କଟକ
ଦ୍ୱିତୀୟ ଟି-୨୦- ୧୧ ଡିସେମ୍ବର- ନାଗପୁର
ତୃତୀୟ ଟି-୨୦- ୧୪ ଡିସେମ୍ବର- ଧର୍ମଶାଳା
ଚତୁର୍ଥ ଟି-୨୦- ୧୭ ଡିସେମ୍ବର- ଲକ୍ଷ୍ନୌ
ପଞ୍ଚମ ଟି-୨୦- ୧୯ ଡିସେମ୍ବର- ଅହମ୍ମଦାବାଦ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀଠାରୁ ହାରିଯିବା ପରେ ପନ୍ତଙ୍କ ସହ ହୋଇଥିଲା କି ପ୍ରବଳ ଯୁକ୍ତିତର୍କ? ଲକ୍ଷ୍ନୌ ମାଲିକ କହିଲେ ସତ… 

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଆଶୁତୋଷ ଶର୍ମାଙ୍କ ଚମତ୍କାର ଇନିଂସ ବଦଳରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଗୋଟିଏ ଉଇକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ଅଧିନାୟକ ପନ୍ତଙ୍କ ପାଇଁ...

MS Dhoniଙ୍କ ବୟାନକୁ ନେଇ କ୍ରିକଟେ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୫।୩: ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଥର ଚାମ୍ପିୟନ କରିଥିବା ଏମଏସ ଧୋନି ଇମ୍ପାକ୍ଟ ପ୍ଲେୟାର ନିୟମ ଉପରେ ଖୋଲାଖୋଲି ଭାବରେ ନିଜର ମତାମତ...

ଭାରତ ଯେଉଁଠି ଗାବାର ରେକର୍ଡ ଭାଙ୍ଗିଥିଲା, 2032 Olympics ପରେ ତାହା ହେବ ଧ୍ୱଂସ, ବ୍ରିସବେନକୁ ମିଳିବ ନୂଆ ଉପହାର

ନୂଆଦିଲ୍ଲୀ,୨୫।୩: ବ୍ରିସବେନର ଐତିହାସିକ ଗାବା ଷ୍ଟାଡିୟମକୁ ଭାଙ୍ଗି ଦିଆଯିବ। ଆନୁଷ୍ଠାନିକ ଭାବରେ ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡ ଭାବରେ ପରିଚିତ ଏହି ଷ୍ଟାଡିୟମକୁ ୨୦୩୨ ଅଲିମ୍ପିକ ଏବଂ...

Ashutosh Sharmaଙ୍କ ଖୁସି ହେଲା ଦୁଇଗୁଣା, ମେଣ୍ଟର Shikhar Dhawan ଭିଡିଓ କଲ କରି କହିଲେ…

ନୂଆଦିଲ୍ଲୀ,୨୫।୩: ସୋମବାର ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଗୋଟିଏ ୱିକେଟରେ ପରାସ୍ତ କରିଛି। ଗୋଟିଏ ପ୍ରକାରେ, ଦିଲ୍ଲୀ ଲକ୍ଷ୍ନୌର ହାତରୁ...

‘Virat Kohli ସାର୍‌ କହିଲେ ଶୀଘ୍ର ପଳା’,ଇଡେନ ଗାର୍ଡେନ ପଡ଼ିଆରେ ପ୍ରବେଶ କରିଥିବା ପ୍ରଶଂସକଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୩: ଦେଶରେ, ପ୍ରଶଂସକଙ୍କ ମଧ୍ୟରେ କ୍ରିକେଟରଙ୍କ ପ୍ରତି କ୍ରେଜ ଶୀର୍ଷରେ ଅଛି। ପ୍ରଶଂସକମାନେ ସୁରକ୍ଷା ବଳୟ ପାର କରି ନିଜ ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ...

କିଏ ସେହି ଆଶୁତୋଷ ଶର୍ମା, ଯିଏ ଲକ୍ଷ୍ନୌ ବିପକ୍ଷରେ ପଲଟାଇଦେଲେ ବାଜି

ବିଶାଖାପାଟନମ୍‌,୨୫।୩: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଆଶୁତୋଷ ଶର୍ମା ପୁଣି ଥରେ ଆଇପିଏଲରେ ନିଜର ଶକ୍ତି ଦେଖାଇଛନ୍ତି। ଆଶୁତୋଷ...

IPL 2025: ୫୦ ଲକ୍ଷ ଖେଳାଳିଙ୍କ ଆଗରେ ଫେଲ୍‌ ମାରିଲେ କୋଟି କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୨୫।୩: IPL 2025ର ଚତୁର୍ଥ ମ୍ୟାଚ ରୋମାଞ୍ଚକରେ ପରିପୂର୍ଣ୍ଣ ଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ସମୟରେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟକୁ ତିନିଟି ବଲ ବାକି...

କବାଡି ଖେଳାଳିଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫ା୩: ଭାରତୀୟ କବାଡି ଖେଳାଳିଙ୍କୁ ଖୁବ୍‌ଶୀଘ୍ର ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ଭାରତୀୟ ଆମେଚର କବାଡି ମହାସଂଘ(ଏକେଏଫ୍‌ଆଇ) ଉପରୁ ଅନ୍ତର୍ଜାତୀୟ କବାଡି ମହାସଂଘ (ଆଇକେଏଫ୍‌)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image