Categories: ଖେଳ

ଫାଇନାଲରେ ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହିଁ…

କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଟିମ ଇଣ୍ଡିଆର ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ ରାହୁଲ (ଓ୍ବିକେଟ କିପର), ଶୁବମାନ ଗିଲ, ବିରାଟ କୋହଲି, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି, ୱାଶିଂଟନ ସୁନ୍ଦର, ଆୟର, ପ୍ରସାଦ କୃଷ୍ଣ, ତିଲକ ବର୍ମା ପ୍ରମୁଖ ଅଛନ୍ତି।

ସେହିପରି ଶ୍ରୀଲଙ୍କା ପ୍ଲେଇଙ୍ଗ ୧୧ରେ କୁସାଲ ମେଣ୍ଡିସ (ଓ୍ବିକେଟ କିପର), ଦାସୁନ ଶାନାକା (ଅଧିନାୟକ), ପୃଥମ ନିସଙ୍କା, କୁସାଲ ପେରେରା, ସାଡେରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଡୁନିଥ ୱେଲାଲେଜ, ପ୍ରମୋଦ ମଦୁଶାନ, ମାଥେଶା ପାଥିରାନା, ସାହନ ଆରଚଞ୍ଚି, ଦୁଷ୍ଣନ ରାଜନ୍ତୀ, , ଡିମୁଥ କରୁଣାତ୍ନେ ଅଛନ୍ତି।

Share