ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ଯୋଗାଇଲା ଭାରତ

ନୂଆଦିଲ୍ଲୀ/କଲମ୍ବୋ,୨୨।୮:ଭାରତ ସୋମବାର ଏକ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ପ୍ରଦାନ କରିଛି। ଏହି ପଦକ୍ଷେପ ପଡୋଶୀ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ। ଗତ କିଛି ମାସ ମଧ୍ୟରେ ଶ୍ରୀଲଙ୍କାକୁ ଭାରତ ଦେଇଥିବା ଏହା ହେଉଛି ଦ୍ୱିତୀୟ ସହାୟତା। ଗତ ମାସ ଆରମ୍ଭରେ ୪୪,୦୦୦ ଟନ ସାର ଯୋଗାଇ ଦିଆଯାଇଥିଲା।
ସାର ଯୋଗାଣ ଖାଦ୍ୟ ସୁରକ୍ଷାକୁ ବୃଦ୍ଧି କରିବ ଏବଂ ଶ୍ରୀଲଙ୍କା ଚାଷୀଙ୍କୁ ସାହାଯ୍ୟ କରିବ। ଏହି ପଦକ୍ଷେପ ଭାରତ ସହିତ ଘନିଷ୍ଠ ସମ୍ପର୍କ ଏବଂ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ଶୁଭେଚ୍ଛା ପ୍ରତିଫଳିତ କରେ ବୋଲି ଭାରତୀୟ ହାଇକମିଶନରଙ୍କ ପକ୍ଷରୁ କୁହାଯାଇଛି।
ଏବେ ଶ୍ରୀଲଙ୍କା ଏକ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଫଳରେ ଇନ୍ଧନ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଅଭାବ ଦେଖାଦେଇଛି। ଭାରତ କ୍ରମାଗତ ଭାବରେ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛି। ଶ୍ରୀଲଙ୍କା ସରକାର ମଧ୍ୟ ଭାରତକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ୍‌, କହିଲେ ତୁମେ ବିଶ୍ୱାସଘାତକତା କରିଛ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯ା୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ରର...

୧,୦୦୦ କିଲୋମିଟର ଦୌଡ଼ିବା ପରେ ଅଯୋଧ୍ୟା ପହଞ୍ଚିଲେ ୬ ବର୍ଷର ବାଳକ

ପଞ୍ଜାବ,୯।୧: ରାମ ଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ସମାରୋହର ପ୍ରଥମ ବାର୍ଷିକୀ ପୂର୍ବରୁ, ଅଯୋଧ୍ୟାରେ କେତେଜଣ ଅସାଧାରାଣ ଆଗନ୍ତୁକ ପହଞ୍ଚିଛନ୍ତିି, ଯେଉଁଥିରେ ଜଣେ ଛଅ ବର୍ଷର ବାଳକ...

ଭୟଙ୍କର ଭାବେ କମିବ ଭାରତର ଜନସଂଖ୍ୟା! ଚିନ୍ତା ପ୍ରକଟ କଲେ ମସ୍କ, ଜାଣନ୍ତୁ କ’ଣ ହେବ ପାକିସ୍ତାନର ଅବସ୍ଥା

ଓ୍ବାଶିଂଟନ,୯।୧: ୨୧୦୦ ସୁଦ୍ଧା ଭାରତ ଏବଂ ଚାଇନାରେ ଜନସଂଖ୍ୟା ହ୍ରାସର ଆକଳନ ଉପରେ ଅରବପତି ଏଲୋନ ମସ୍କ ଚିନ୍ତା ପ୍ରକାଶ କରିଛନ୍ତି। ମସ୍କଙ୍କ ଏକ୍ସ ହ୍ୟାଣ୍ଡେଲରୁ...

ପୁଣି ଥରିଲା ଚାଇନା! ଦୁଇ ଦିନ ପୂର୍ବରୁ ୧୨୬ରୁ ଅଧିକ ଲୋକଙ୍କର ହୋଇଥିଲା ମୃତ୍ୟୁ

ବେଜିଂ,୯।୧: ଚାଇନାର ଶିନଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ,...

‘ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ’

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ...

HMPV କୁ ନେଇ ଆସିଲା ଚମକାଇଲା ଭଳି ତଥ୍ୟ, WHO ଦେଲା ବଡ଼ ବୟାନ!

ନୂଆଦିଲ୍ଲୀ,୯।୧: ସମ୍ପ୍ରତି ହ୍ୟୁମାନ ମେଟାପ୍ନ୍ୟୁମୋଭାଇରସ (HMPV) ସଂକ୍ରମଣର ମାମଲା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ଭୟ କରିବାର କୌଣସି ଆବଶ୍ୟକତା ଅଛି...

ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରାଙ୍କିଂ: ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୯।୧: ୨୦୨୫ ବର୍ଷର ପ୍ରଥମ ଛଅ ମାସ ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ରାଙ୍କିଂ ପ୍ରକାଶ ପାଇଛି। ଏହି ରାଙ୍କିଂ ପ୍ରତିଷ୍ଠିତ ସଂଗଠନ ହେନଲି...

ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଏହି ଦିବସର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri