Posted inଜାତୀୟ

ଅନନ୍ତନାଗରେ ୨ ଯବାନଙ୍କୁ ଅପହରଣ: ଜଣେ ଖସି ଆସିଲେ, ଅନ୍ୟଜଣଙ୍କୁ ହତ୍ୟା

ଅନନ୍ତନାଗ,୯।୧୦: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜସ୍ବ ଉଦ୍ୟମରେ ଖସି ଆସିଥିବା ବେଳେ ବୁଧବାର ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ଅପରେଶନ ଆରମ୍ଭ କରାଯାଇଥିଲା। ଶେଷରେ ଉକ୍ତ ଯବାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ଶହୀଦ ଯବାନଙ୍କ ଦେହରେ ବୁଲେଟ୍‌ କ୍ଷତ ରହିଛି।

କହିରଖୁଛୁ, ଯବାନଙ୍କୁ ଅପହରଣ ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ରାଜ୍ୟରେ ଭୋଟଗଣନା ଶେଷ ହୋଇଛି। ବର୍ତ୍ତମାନ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ଏମିତିରେ ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନ ବୃଦ୍ଧି ପାଇବ। ସଫଳତାର ସହ ନିର୍ବାଚନ ଶେଷ ହୋଇଥିବାରୁ ପାକିସ୍ତାନ ଏବଂ ପାକ୍‌ ସମର୍ଥକ ସଂଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାପରେ ଏବେ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ମଙ୍ଗଳବାର ଟେରିଟେରାଲ୍‌ ଆର୍ମିର ଯବାନଦ୍ୱୟ ନିଖୋଜ ଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେଶନ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ,...

ହ୍ୟାଟ୍ରିକ୍‌ ବିଜୟ ପରେ ବି ହରିୟାଣାରେ ଭାଜପାକୁ ବଡ଼ ଝଟ୍‌କା: ଜାଣନ୍ତୁ କ’ଣ ଘଟିଲା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଭାଜପା ଏକ ବଡ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ମନ୍ତ୍ରୀମଣ୍ଡଳର ୧୦ ଜଣ...

‘ଯେତେ ହିନ୍ଦୁ ବିଭାଜିତ ହେବେ, କଂଗ୍ରେସକୁ ସେତେ ଫାଇଦା ହେବ’ ଏମିତି କାହିଁକି କହିଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କ୍ଷମତା ହାସଲ କରିବା ପରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ଭାଜପା ଆଖି ରହିଛି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଡିଜିଟାଲ ମାଧ୍ୟମ...

ଇଣ୍ଡିଆ ମେଣ୍ଟରେ ଫାଟ! ହରିୟାଣା ଫଳାଫଳ ପରେ ରାହୁଲଙ୍କୁ କମେଣ୍ଟ ମାରିଲେ କେଜରିଓ୍ବାଲ-ଶିବସେନା

ନୂଆଦିଲ୍ଲୀ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ କରିଛି। ୯୦ ଆସନରେ ଭାଜପା ୪୭ ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର ୩୯ଟି ଆସନ...

ରାହୁଲଙ୍କ ଘରକୁ ୧ କିଲୋ ଜିଲାପି ପଠାଇଲା ହରିୟାଣା ଭାଜପା

ଚଣ୍ଡିଗଡ଼,୯।୧୦: ହରିୟାଣା ନିର୍ବାଚନରେ ଜିଲାପିକୁ ନେଇ ରାଜନୈତିକ ଚର୍ଚ୍ଚା ଶୀଖରରେ। ବିଶେଷକରି କଂଗ୍ରେସର ପରାଜୟ ପରେ ଭାଜପା ପକ୍ଷରୁ ଜିଲାପି ବାହାନାରେ ରାହୁଲ ଗାନ୍ଧୀଙ୍କ ସହ...

ହରିୟାଣା ରେଜଲ୍ଟ: ଭାଜପାକୁ ଜିତାଇଦେଲେ କେଜରିଓ୍ବାଲ!

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନର ଅନ୍ତିମ ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟରେ ୯୦ ଆସନରୁ ଭାଜପା ୪୮ଟି ଆସନ ପାଇଛି। ସେହିପରି କଂଗ୍ରେସ ମାତ୍ର ୩୯ଟି ଆସନ...

ଭାରତକୁ ବଡ଼ ଝଟ୍‌କା: ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍‌ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅଡ଼ୁଆ ଥମିବାର ନାଁ ଧରୁନି। ଶାମି ଆଜିକାଲି ଆହତ ସମସ୍ୟା ଦେଇ ଗତି...

ଜମ୍ମୁ -କଶ୍ମୀରରେ ଜିତିବା ପରେ ଆସିଲା ରାହୁଲଙ୍କ ବଡ଼ ପ୍ରତିକ୍ରିୟା, କହିଦେଲେ ଏମିତି…

ନୂଆଦିଲ୍ଲୀ,୯।୧୦: ହରିୟାଣା, ଜମ୍ମୁ -କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ ହରିୟାଣାର କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri