Categories: ଜାତୀୟ

ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୪ା୧୨(ପି.ଟି.)-କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା କୃଷକମାନେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ କରିବାକୁ ଡାକରା ଦେଇଛନ୍ତି। ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା ନିଷ୍ଫଳ ହେବା ପରେ ସେମାନେ ଏହି ଆନ୍ଦୋଳନକୁ ଆଗକୁ ନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଶନିବାର ହେବାକୁ ଥିବା ବୈଠକରେ କେନ୍ଦ୍ର ସରକାର ସେମାନଙ୍କ ଦାବିଗୁଡ଼ିକୁ ଗ୍ରହଣ ନ କଲେ ମଙ୍ଗଳବାର ଦେଶବ୍ୟାପୀ ବନ୍ଦ ପାଳନ କରାଯିବ ବୋଲି ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି।

Share