ଭାରତ ଓ ଚାଇନା ମଧ୍ୟରେ ଜାରିରହିଥିବା ବିବାଦ ମଧ୍ୟରେ ଟେଲିକମ୍ ଓ ରେଲୱେ ପ୍ରୋଜେକ୍ଟସ୍ ରେ ଚାଇନା କମ୍ପାନୀ ଗୁଡିକୁ ଝଟକା ଲାଗିବା ଓ ୫୯ଟି ଆପ୍ ଭାରତରୁ ବ୍ୟାନ କରାଯିବା ପରେ ଭାରତ ପକ୍ଷରୁ ଆଉ ଏକ ନିଷ୍ପତ୍ତି ନିଆଯାଇଛି ଯାହା ନିଶ୍ଚିତ ଭାବେ ଚାଇନାର ଚିନ୍ତା ବଢାଇବ ।