Categories: ଜାତୀୟ

ଶେଷ ଟି-୨୦ ମ୍ୟାଚ୍‌: ଟସ୍‌ ଜିତିଲା ଭାରତ

ସିଡନୀ,୮।୧୨: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ସିରିଜ ଜିତି ସାରିଥିବା ଭାରତୀୟ ଦଳ ତୃତୀୟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଜିତି ଭାରତୀୟ ଦଳ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବାକୁ ଚାହୁଁଥିବାବେଳେ ଅଷ୍ଟ୍ରେଲିଆ ଶେଷ ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ଚାହଁିବ। ସୂଚନାଯୋଗ୍ୟ, ଭାରତ ପ୍ରଥମ ମ୍ୟାଚକୁ ୧୧ ରନ ଏବଂ ଦ୍ୱିତୀୟ ମ୍ୟାଚରେ ୬ ଉଇକେଟ ବ୍ୟବଧାନରେ ଜିତିଥିଲା।

Share