Categories: ଖେଳ

୧୦ ହଜାର ମିଟର ଦୌଡରେ ଭାରତକୁ ରୋପ୍ୟ-ବ୍ରୋଞ୍ଜ ପଦକ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ଭାରକ ୧୦ ହଜାର ମିଟର ଦୌଡରେ ୨ଟି ପଦକ ହାସଲ କରିଛି। ଭାରତ ପାଇଁ କାର୍ତ୍ତିକ କୁମାର ୨୮:୧୫:୩୮ ଟାଇମିଂରେ ରୌପ୍ୟ ପଦକ ଜିତିଥିବାବେଳେ ଗୁଲବୀର ସିଂ ୨୮:୧୭:୨୧ ଟାଇମିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଭାରତ ଏସିଆନ ଗେମ୍ସ ୨୦୨୩ ରେ ଏପର୍ଯ୍ୟନ୍ତ ୧୦ ଟି ସ୍ବର୍ଣ୍ଣ, ୧୪ ଟି ରୌପ୍ୟ ଏବଂ ୧୪ ଟି ବ୍ରୋଞ୍ଜ ପଦକ ଜିତିଛି। ଏହା ସହିତ ପଦକ ତାଲିକାରେ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିଛି।

Share