Categories: ଖେଳ

ଟସ ଜିତିଲା ଭାରତ ପ୍ରଥମେ ବ୍ୟାଟିଂ…

କୋଲକାତା,୫।୧୧: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୭ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି।
ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ କ୍ୟୁଟୋନ ଡି କକ୍‌ଙ୍କ ନେତୃତ୍ୱର୍ଦେକ୍ଷିଣ ଆଫ୍ରିକା ବୋଲିଂ ଆରମ୍ଭ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୪ ଓଭରରେ ୨ ଓ୍ବିକେଟ ହରାଇ ୧୦୩ ରନ ସଂଗ୍ରହ କରଛି।

Share