Categories: ଜାତୀୟ

ଟସ୍‌ ଜିତିଲା ଭାରତ

ଡବଲିନ୍‌,୨୬।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହା ପ୍ରଥମ ମ୍ୟାଚ୍‌। ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳରେ ଦ୍ରୁତ ବୋଲର ଉମରାନ ମଲିକଙ୍କୁ ସାମିଲ କରାଯାଇଛି। ସେ ପ୍ରଥମଥର ଦେଶ ପାଇଁ ଡେବ୍ୟୁ କରିବେ।

Share