ସେକ୍ସ ରାକେଟ୍‌ରେ ଫସିଛନ୍ତି ଏହି ୫ ଅଭିନେତ୍ରୀ: କାରନାମା ଶୁଣିଲେ…

ବମ୍ବେ: ବଲିଉଡ୍‌ରେ କିଛି କଳାକାର ନିଜର ଭଲ କାମ ଏବଂ ଅଭିନୟକୁ ନେଇ ଜଣାଶୁଣା। ପ୍ରଶଂସକମାନେ ତାଙ୍କର ସମ୍ମାନ ମଧ୍ୟ କରିଥାନ୍ତି। ହେଲେ କିଛି ଏଭଳି ଅଛନ୍ତି ଯେଉଁମାନେ ସଫଳତା ପାଇବା ପରେ ବାଟବଣା ହୋଇଯାଇଛନ୍ତି। ଫଳରେ ସେମାନେ ହୋଇଛନ୍ତି ବଦନାମ। ସେଭଳି କିଛି ଅଭିନେତ୍ରୀ ସେକ୍ସ ରାକେଟରେ ଧରାପଡ଼ିଛନ୍ତି। ଆସନ୍ତୁ ଜାଣିବା…

ଶ୍ୱେତା ପ୍ରସାଦ ବସୁ: ଫିଲ୍ମ ‘ମକଡ଼ି’ରେ ଉଲ୍ଲେଖନୀୟ ଅଭିନୟ କରିଥିବା ଶ୍ୱେତା ବିବାଦରେ ଫସିଥିଲେ। ଏହା ପଛରେ କାରଣ ଥିଲା ସେକ୍ସ ରାକେଟ୍‌। ପୋଲିସ ତାଙ୍କୁ ଏହି ମାମଲାରେ ଗିରଫ ମଧ୍ୟ କରିଛି।

ସଙ୍ଗୀତା ବାଲନ:
ଲୋକପ୍ରିୟ ଟେଲି ଅଭିନେତ୍ରୀ ସଙ୍ଗୀତାଙ୍କୁ ପୋଲିସ ସେକ୍ସ ରାକେଟ୍‌ ଚଳାଉଥିବା ଅଭିଯୋଗରେ ଗିରଫ କରିଥିଲା।

ସାୟରା ଭାନୁ: ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରିଥିବା ସାୟରା ଭୁଲ ବାଟରେ ପାଦ ଥାପିଥିଲେ। ପୋଲିସ ତାଙ୍କୁ ୨୦୧୦ରେ ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଗିରଫ କରିଥିଲା।

ସର୍ଲିନ ଚୋପ୍ରା:
ପ୍ଲେ ବୟ ମାଗାଜିନ୍‌ ପାଇଁ ଉଲଗ୍ନ ହୋଇ ଚର୍ଚ୍ଚାକୁ ଆସିଥିବା ସର୍ଲିନ ସେକ୍ସ ରାକେଟରେ ଫସିଥିଲେ। ସେ ପଇସା ପାଇଁ ଅନେକ ଲୋକଙ୍କ ସହ ରାତି ବିତାଇଥିବା ନିଜେ ମଧ୍ୟ ସ୍ବିକାର କରିଛନ୍ତି।

ନୀତୁ ଅଗ୍ରଓ୍ବାଲ: ତେଲୁଗୁ ସିନେଜଗତରେ କାମ କରିଥିବା ନୀତୁ ସେକ୍ସ ରାକେଟରେ ଫସିଥିଲେ। ତାଙ୍କ ଆନ୍ଧ୍ର ପ୍ରଦେଶ ପୋଲିସ ଗିରଫ କରିଥିଲା।

Share