ଇରାନର ଚାବହାର ବନ୍ଦର ପରିଦର୍ଶନ କଲେ ଭାରତର ରାଷ୍ଟ୍ରଦୂତ

ତେହେରାନ,୧୫।୭: ଇରାନରେ ଚାବହାର ବନ୍ଦର ପରିଦର୍ଶନ କାଲ ଭାରତର ରାଷ୍ଟ୍ରଦୂତ ରୁଦ୍ର ଗୌରବ ଶ୍ରେଷ୍ଠ। ରାଷ୍ଟ୍ରଦୂତ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ।

ପ୍ରଥମ ଗସ୍ତରେ ରାଷ୍ଟ୍ରଦୂତ ବହୁ ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ବନ୍ଦର ଭାରତର ବିଭିନ୍ନ ରଣନୀତି କାର୍ଯ୍ୟକଳାପ ପାଇଁ ଗୁରୁତ୍ୱ ବହନ କରେ।

Share