‘ଏମ୍ବାସଡର ଆଟ ଲାର୍ଜ’ ହେଲେ ଭାରତୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା

ଓ୍ବାଶିଂଟନ୍‌,୧୧।୭: ଭାରତୀୟ ଆମେରିକୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା ବୀଦେଶ ମନ୍ତ୍ରଣାଳୟରେ ମହିଳାମାନଙ୍କ ସହ ଜଡିତ ବୈଶିକ ସମସ୍ୟା ଇପସ୍ଥାପନା କରିବା ପାଇଁ ‘ଏମ୍ବାସେଡର ଏଟ ଲାର୍ଜ’ ଭାବେ ଶପଥ ଗ୍ରହଣ କରିଛନ୍ତି।

ସେ ବାଳିକା ଏବଂ ମହିଳାଙ୍କ ପାଇଁ ଥ୍ରୀଡି କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ୟୁନିସେଫର ଉପ କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ। ଚଳିତ ବର୍ଷ ମେ ମାସରେ ଆମେରିକାର ସିନେଟ ଭୋଟ ରେ ଗୁପ୍ତା ୪୭ଟି ଭୋଟ ବିପକ୍ଷରେ ୫୧ଟି ଭୋଟ ହାତେଇଥିଲେ। ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସ ତାଙ୍କୁ ଶପଥ ପାଠ କରାଇଥିଲେ।

Share