Posted inଖେଳ

ଜଲଓ୍ବା ଦେଖାଇଲେ ଦୀପିକା: ଆର୍ଚେରୀରେ ପଦକ ଆଶା ଉଜ୍ଜୀବିତ

ପ୍ୟାରିସ୍‌,୩୧।୭: ମହିଳା ବ୍ୟକ୍ତିଗତ ଆର୍ଚେରୀର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସ ଅଲିମ୍ପିକ୍ସ ମ୍ୟାଚରେ ଦୀପିକା ନେଦରଲ୍ୟାଣ୍ଡର କ୍ୱିଣ୍ଟି ରୋଫେନଙ୍କୁ ୬-୨ରେ ପରାସ୍ତ କରିଛନ୍ତି। ଦୀପିକାଙ୍କ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୩ରେ ଅନୁଷ୍ଠିତ ହେବ। କ୍ୱିଣ୍ଟିଙ୍କ ବିପକ୍ଷରେ ଦୀପିକା ୨-୧ରେ ଅଗ୍ରଣୀ ହାସଲ କରିଥିଲେ। ପ୍ରଥମ ସେଟରେ ଦୀପିକା ୨୯ ସ୍କୋର କରିଥିବାବେଳେ ନେଦରଲ୍ୟାଣ୍ଡର ପ୍ରତିଦ୍ୱନ୍ଦ୍ୱୀ ମାତ୍ର ୨୮ ସ୍କୋର କରିଥିଲେ।
ପ୍ରଥମ ସେଟରେ ଅଗ୍ରଣୀ ହାସଲ କରିବା ପରେ ଦୀପିକା ୨୭-୨୯ ସ୍କୋରରେ କ୍ୱିଣ୍ଟିଙ୍କୁ ଦ୍ୱିତୀୟ ସେଟ ହରାଇଲେ। ଏକ ସମୟରେ ଉଭୟଙ୍କ ମଧ୍ୟରେ ମ୍ୟାଚ ୨-୧ରେ ଚାଲିଥିଲା। ତେବେ ଦୀପିକା ତୃତୀୟ ସେଟରେ ପ୍ରତ୍ୟାବର୍ତ୍ତନ କରି ୪-୨ ଅଗ୍ରଣୀ ହାସଲ କରିଥିଲେ। ଦୀପିକା ୨୫ ସ୍କୋର କରିଥିବାବେଳେ କ୍ୱିଣ୍ଟି ମାତ୍ର ୧୭ ସ୍କୋର କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଦ୍‌ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ବିଶ୍ୱର ନମ୍ବର-୧ ଖେଳାଳି

କାବୁଲ,୧୨।୧୧: ଆଫଗାନିସ୍ତାନ କ୍ରିକେଟ ଦଳକୁ ଉଚ୍ଚ ସ୍ଥାନକୁ ନେବାରେ ମହମ୍ମଦ ନବି ଏକ ମହତ୍ୱପୂର୍ଣ ଅବଦାନ ରଖିଛି। କିନ୍ତୁ ହଠାତ୍‌ ସେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି।...

ଫିଟ୍‌ ହେଲେଣି ଶାମି, ବର୍ଷେ ପରେ ଏହିଦିନ ଖେଳିବେ ତାଙ୍କର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ଏବେ ସେ...

ରେଫରିଙ୍କୁ ମୁଥ ମାରି ଜେଲ୍‌ ଗଲେ ଫୁଟ୍‌ବଲ କ୍ଲବ ସଭାପତି

ଆଙ୍କାରା (ତୁର୍କୀ), ୧୨ା୧୧: ରେଫରିଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତୁର୍କୀର ଏକ କୋର୍ଟ ଦେଶର ଜଣେ ଆଗାଧାଡ଼ିର ଫୁଟ୍‌ବଲ କ୍ଲବ ସଭାପତିଙ୍କୁ ୩ ବର୍ଷ ଓ...

କେକେଆରର ନୂଆ ଅଧିନାୟକଙ୍କ ନାଁ ଶୁଣି କରିପାରିବେନି ବିଶ୍ୱାସ, ଜାଣନ୍ତୁ ଆୟରଙ୍କ ସ୍ଥାନରେ କାହାକୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୨।୧୧: ଆଇପିଏଲ ୨୦୨୫ ସମ୍ବନ୍ଧରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁୁ ଆସୁଛି । ଏବେ କୋଲକାତା ନାଇଟ ରାଇଡର୍ସ କ୍ୟାମ୍ପରୁ ଏକ ବଡ଼ ଖବର...

ବୁମ୍‌ରାଙ୍କୁ ଡରିଗଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର୍‌: କହିଦେଲେ ଏମିତି କଥା

ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ନାଥନ ମ୍ୟାକସ୍ବେନି ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିବାର ସମ୍ଭାବନା ରହିଛି। କଙ୍ଗାରୁକୁ ଭଲ ଆରମ୍ଭ କରିବାର ଦାୟିତ୍ୱ ନାଥାନ ମ୍ୟାକସ୍ବେନିଙ୍କ...

ଗାଭାସ୍କରଙ୍କ ଚେତାବନୀ: ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ଦୋହରାଇବାକୁ ଯାଉଛି ନ୍ୟୁଜିଲ୍ୟାଣ୍ଡ ଭଳି ଭୁଲ!

ନୂଆଦିଲ୍ଲୀ,୧୨।୧୧: ଅଷ୍ଟ୍ରେଲିଆ ଗସ୍ତରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରିଥିବା ସମାନ ଭୁଲକୁ ଭାରତୀୟ କ୍ରିକେଟ ଟିମ୍‌ ପୁଣିଥରେ ଦୋହରାଇବାକୁ ଯାଉଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପ୍ରଥମ ଥର...

ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ନ ଗଲେ ପରିଣାମ କ’ଣ ହେବ: ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧:ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଟିମ ଇଣ୍ଡିଆ ପାକିସ୍ତାନ ଯିବା ଉଚିତ ନୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri