ଜୋମାଟୋରୁ ଆରମ୍ଭ କରି କେଏଫ୍‌ସି ଯାଏ, ‘ଚନ୍ଦ୍ରୟାନ-୩’କୁ ନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ବିଜ୍ଞାପନ…

ନୂଆଦିଲ୍ଲୀ,୨୪।୮: ଭାରତର ‘ଚନ୍ଦ୍ରୟାନ-୨’ର ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ବିକଶିତ ଦେଶଗୁଡ଼ିକକୁ ପଛରେ ପକାଇ ଭାରତ ଇତିହାସ ରଚିଥିବାରୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନେକେ ନିଜସ୍ବ ଶୈଳୀରେ ଅଭିନନ୍ଦନ ଜଣାଉଛନ୍ତି। ଏହି କ୍ରମରେ ପଛରେ ସ୍ବତନ୍ତ୍ର ବିଜ୍ଞାପନ କରି ଚର୍ଚ୍ଚାକୁ ଆସିଛନ୍ତି ଜୋମାଟୋ, ସ୍ବିଗି, ଫେଭିକଲ, ଅମୂଲ, ଜେପ୍ଟୋ, କେଏଫ୍‌ସି, ମ୍ୟାକ୍‌ଡୋନାଲ୍ଡୋସ୍‌ ଆଦି କମ୍ପାନୀ।
ଦେଖନ୍ତୁ ଏହାର ଝଲକ:-

 

Share