ଲଣ୍ଡନ,୧୩।୭: ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ମାମଲାରେ ଜଣେ ଭାରତୀୟ ନାଗରିକଙ୍କ ଉପରେ ଆମେରିକା ୱାରେଣ୍ଟ ଜାରି କରିଛି। ଆମେରିକାର ଓ୍ବାରେଣ୍ଟ ଜାରି କରିବା ପରେ ବ୍ରିଟେନ ତାଙ୍କୁ ଗିରଫ କରି ଲଣ୍ଡନ କୋର୍ଟରେ ହାଜର କରିଛି। ମାନବିକ ଅଧିକାର ମାମଲା ଅନୁସାରେ ଦୋଷୀଙ୍କ ବିରୋଧରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କ ନାମ ସୁନ୍ଦର ନାଗରାଜନ(୬୫) ସୁନ୍ଦରଙ୍କର ଘର ଭାରତର ମଦୁରାଇରେ।
ସୂଚନାଯୋଗ୍ୟ, ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଏବଂ ମନି ଲଣ୍ଡ୍ରିଂ ମାମଲାରେ ନାଗରାଜଙ୍କୁ ଗିରଫ କରାଯାଇଛି।