Categories: ଜାତୀୟ

ସଫଳତାର ସହ ଲକ୍ଷ୍ୟସ୍ଥଳକୁ କଲା ଭେଦ କଲା କ୍ରୁଜ୍‌ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୫।୩: ଭାରତୀୟ ନୌସେନା ଶନିବାର ବ୍ରହ୍ମୋସର ଏକ ଉନ୍ନତ ସଂସ୍କରଣ କ୍ରୁଜ୍‌ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷା କରିଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ର ଲକ୍ଷ୍ୟକୁ ସଠିକ୍‌ ଭାବେ ଲକ୍ଷ୍ୟସ୍ଥଳକୁ ଭେଦ କରିଥିବା ଜଣାପଡ଼ିଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରର ଏହା ଏକ ଉନ୍ନତ ସଂସ୍କରଣ। ଏଥିରେ ଅନେକ ନୂତନ ବୈଶିଷ୍ଟ୍ୟ କରାଯାଇଛି। ନୂତନ ବୈଶିଷ୍ଟ୍ୟ ପରେ ଏହାର ଅଗ୍ନି ଶକ୍ତି ଆହୁରି ବୃଦ୍ଧି ପାଇଛି। ଭାରତର ଏହି ସଫଳ ପରୀକ୍ଷଣକୁ ଆତ୍ମନିର୍ଭରଶୀଳ ଭାରତ ମିଶନର ସଫଳତାର ଆଉ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି।

Share