ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ସହ ମିଶି କାମ କରିବ ଭାରତୀୟ ରେଲଓ୍ବେ

ବେର୍ନ/ନୂଆଦିଲ୍ଲୀ,୧୮।୧: ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଭାରତୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ଅବସରରେ ଅଶ୍ୱିନୀ ବୈଷ୍ଣବ ଏକ ସାକ୍ଷାତକାରରେ କହିଛନ୍ତି ଯେ ସ୍ବିଜରଲ୍ୟାଣ୍ଡ ରେଳ ବିଷୟରେ ଅନେକ କଥା ଅଛି ଯେଉଁଠାରୁ ଆମେ ବହୁତ କିଛି ଶିଖିବା।
ରେଳ ମନ୍ତ୍ରୀ କହିଛନ୍ତି ଯେ ମୋର ସ୍ବିସ ରେଳ ଅଧିକାରୀ ଏବଂ ନୀତି ନିର୍ମାତାମାନଙ୍କ ସହ ମୋର ଏକ ବୈଠକ ହୋଇଛି। ମୁଁ ମଧ୍ୟ ସେମାନଙ୍କ ନିୟନ୍ତ୍ରଣ କେନ୍ଦ୍ରକୁ ଗଲି। ଟନେଲିଂ ଟେକ୍ନୋଲୋଜିରେ ତାଙ୍କର ଭଲ ଅଭିଜ୍ଞତା ଅଛି। ବିଶ୍ୱର ଦୀର୍ଘତମ ରେଳ ଟନେଲ ମଧ୍ୟ ସ୍ବିଜରଲ୍ୟାଣ୍ଡରେ ଅଛି । ଏହା ବ୍ୟତୀତ ଟ୍ରାକ ଟେକ୍ନୋଲୋଜି ଏବଂ ଟ୍ରାକ ଡିଜାଇନ ମଧ୍ୟ ସେଠାରେ ବହୁତ ଭଲ । ମୁଁ ସେଠାରେ ଦେଖିଥିବା ସର୍ବୋତ୍ତମ ଜିନିଷ ହେଉଛି ଯେ ସେମାନଙ୍କର ସମ୍ପୂର୍ଣ୍ଣ ନେଟୱାର୍କ ହବ ଏବଂ ସ୍ପୋକ ଡିଜାଇନ ଉପରେ ଆଧାରିତ ।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗୀ ବିବାହ ଆବେଦନ ଖାରଜ, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୯।୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଥିଲେ...

ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ...

‘ଇଣ୍ଡିଆ ଗଠବନ୍ଧନ ଶେଷ ହୋଇଗଲା’, କଂଗ୍ରେସ ନେତା ପଓ୍ବନ ଖେରାଙ୍କ ବଡ଼ ବୟାନ, କହିଦେଲେ ଭିତିରିକଥା..

ନୂଆଦିଲ୍ଲୀ,୯।୧: ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ...

ଛତିଶଗଡ଼ ପ୍ଲାଣ୍ଟରେ ଚିମିନି ଖସି ବଡ଼ ଦୁର୍ଘଟଣା, ଫସିଛନ୍ତି ୨୫ ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୯।୧: ଛତିଶଗଡ଼ର ମୁଙ୍ଗେଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୁଶୁଡ଼ି ପଡ଼ିଥିବା ଏକ ପ୍ଲାଣ୍ଟର ଚିମିନି ତଳେ ଦୁଇ ଡଜନରୁ ଅଧିକ ଶ୍ରମିକ ପୋତି ହୋଇରହିଛନ୍ତି।...

ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…

ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ...

୩୦୦ ୟୁନିଟ ବିଜୁଳି, ଲାଡଲୀ ବେହେନ ଯୋଜନା, ବିଶୁଦ୍ଧ ପାଣି…ଦିଲ୍ଲୀରେ ଭାଜପା ଦେଇପାରେ ଏହି ସବୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୯।୧: ଦିଲ୍ଲୀରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଜିତିବାକୁ ଭାରତୀୟ ଜନତା ପାର୍ଟି ଏଥର ଅଣ୍ଟା ଭିଡିଛି। ଖବର ମୁତାବକ ଦିଲ୍ଲୀବାସୀଙ୍କୁ...

ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ପାଟନାରେ ଲେଖାଯାଇଥିଲା ସ୍କ୍ରିପ୍ଟ! ଲାଲୁ ଥିଲେ ମୁଖ୍ୟ ଖଳନାୟକ!

ପାଟନା,୯।୧: ଭାଜପା ବିରୋଧରେ ଗଠିତ ଇଣ୍ଡିଆ କିମ୍ବା ଇଣ୍ଡି ମେଣ୍ଟ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ବୋଲି କହିବାରେ କୌଣସି ଦ୍ୱିଧା ନାହିଁ। ତେଜସ୍ବୀ ଯାଦବ...

ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, କୋର୍ଟ ନେଲେ ଏହି ନିଷ୍ପତ୍ତି

ଓଟାଓ୍ବା,୯।୧: ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି। କାନାଡାର ସୁପ୍ରିମକୋର୍ଟ ମାମଲାର ସମସ୍ତ ଚାରି ଅଭିଯୁକ୍ତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri