Categories: ଖେଳ

ଭାରତୀୟ ମହିଳା ତୀରନ୍ଦାଜ ଦଳଙ୍କୁ ସ୍ବର୍ଣ୍ଣ ପଦକ, ଚାଇନାକୁ ରୌପ୍ୟ…

ହାଙ୍ଗଝୋ,୫।୧୦ : ଗୁରୁବାର ଉନବିଂଶ ଏସିଆନ ଗେମ୍ସରେ ଭାରତୀୟ ମହିଳା ତୀରନ୍ଦାଜ ଦଳଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଅଦିତି, ଜ୍ୟୋତି ଏବଂ ପ୍ରରନୀତ ମହିଳା କମ୍ପାଉଣ୍ଡ ତୀରନ୍ଦାଜରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଭାରତୀୟ ଦଳ ଚାଇନାକୁ ୨୩୦-୨୨୮ ବ୍ୟବଧାନରେ ପରାସ୍ତ କରିଛି।

ଏହା ସହିତ ଭାରତର ପଦକ ସଂଖ୍ୟା ୮୨ରେ ପହଞ୍ଚିଛି। ସେଥିମଧ୍ୟରେ ୧୯ ସ୍ବର୍ଣ୍ଣ, ୩୧ ଟି ରୌପ୍ୟ ଏବଂ ୩୨ ଟି ବ୍ରୋଞ୍ଜ ପଦକ ରହିଛି।

Share