ଇନ୍ଦୋର ଜନ୍ମିତ ରାଜେଶ ଅଗ୍ରଓ୍ବାଲ ବ୍ରିଟେନ୍‌ ଏମ୍‌ପି ପ୍ରାର୍ଥୀ

ଲଣ୍ଡନ,୨୧ା୧୧: ଇନ୍ଦେର ଜନ୍ମିତ ଉଦ୍ୟୋଗୀ ତଥା ଲଣ୍ଡନ୍‌ର ଡେପୁଟି ମେୟର (ବିଜ୍‌ନେସ୍‌) ରାଜେଶ ଅଗ୍ରଓ୍ବାଲ୍‌ ବ୍ରିଟେନରେ ଆଗାମୀ ସାଧାରଣ ନିର୍ବାଚନରେ ଲିସେଷ୍ଟର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ବିରୋଧୀ ଦଳ ଲେବର ପାର୍ଟି ୪୬ ବର୍ଷୀୟ ଅଗ୍ରଓ୍ବାଲଙ୍କୁ ପାର୍ଲାମେଣ୍ଟ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ନିକଟରେ ହୋଇଥିବା ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱିତାରେ ସେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ କାଉନ୍‌ସିଲର ଋଷି ମାଡ୍‌ଲାନିଙ୍କୁ ପଛରେ ପକାଇ ଲେବର ପାର୍ଟିର ପ୍ରାର୍ଥୀ ମନୋନୀତ ହୋଇଛନ୍ତି। ତାଙ୍କ ପଛରେ ଲଣ୍ଡନ ମେୟର ସାଦିକ୍‌ ଖାନ୍‌ ଓ ଅନ୍ୟମାନଙ୍କ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ବିବାଦୀୟ ବୟାନ, Barack Obama ଜଣେ ସମଲିଙ୍ଗୀ, ପୁରଷଙ୍କୁ ବିବାହ କରିଛନ୍ତି!

ଓ୍ବାଶିଂଟନ୍‌,୧୬।୨: Obama Couple ଜଣେ ସମଲିଙ୍ଗୀ। ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି। ଏପରି ବିବାଦୀୟ ବୟାନ ଦେଇଛନ୍ତି କୋଟିପତି ଏଲନ ମସ୍କଙ୍କ ବାପା ଏରୋଲ...

ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ

ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ)...

ଆମେରିକା ଓ ଅନ୍ୟଦେଶ ପରି ବାରମ୍ବାର ଚାଇନା କାହିଁକି ଯାଆନ୍ତି ନାହିଁ Modi, ଜଣାପଡିଲା ବଡ଼ କାରଣ

ନୂଆଦିଳ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର Modi ଆମେରିକା ଏବଂ ଫ୍ରାନ୍ସ ଗସ୍ତ ପରେ ଦିଲ୍ଲୀ ଫେରି ଯାଇଛନ୍ତି। ତାଙ୍କର ଆମେରିକା ଗସ୍ତ ସମୟରେ, ମୋଦି ନବର୍ନିବାଚିତ ରାଷ୍ଟ୍ରପତି ...

ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

କାଇରୋ/ଜେରୁଜେଲମ୍‌,୧୫।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଶନିବାର ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀ ମୁକ୍ତ ହୋଇଥିବା...

୨୮ ବର୍ଷ ପରେ ମିଳିଲା ପାପର ସଜା! କରିଥିଲେ ଏମିତି ଅପରାଧ ଶୁଣିଲେ ଲୋମ ଟାଙ୍କୁରି ଉଠିବ

ଫ୍ଲୋରିଡା,୧୫।୨: ୧୯୯୭ ମସିହାରେ ଏକ ଦମ୍ପତିଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଫ୍ଲୋରିଡାର ଜଣେ ୬୪ ବର୍ଷୀୟ ବ୍ୟକ୍ତି ଜେମ୍ସ ଡେନିସ...

‘ଟ୍ରମ୍ପଙ୍କୁ କେମିତି ଡିଲ କରିବା ଦରକାର, ବିଶ୍ୱର ସବୁ ନେତା ଶିଖିବା ଉଚିତ,’ଆମେରିକା ମିଡିଆ କହିଲା ମୋଦିଙ୍କ ସହ ବୈଠକ…

ଓ୍ବାଶିଂଟନ,୧୫।୨: ଆମେରିକୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ ଗସ୍ତକୁ ଉଚ୍ଚ ପ୍ରଶଂସା କରାଯାଉଛି। ଦୁଇ ଦିନିଆ ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ହମାସକୁ ଧମକ ଦେଲେ ଟ୍ରମ୍ପ, ବନ୍ଧକଙ୍କୁ ନ ଛାଡିଲେ ଭୋଗିବାକୁ ପଡିବ ପରିଣାମ

ଓ୍ବାଶିଂଟନ,୧୫।୨: ଗାଜାରେ ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଶୁକ୍ରବାର କହିଥିଲେ...

ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍‌, ଜାଣନ୍ତୁ କାହିିଁକି…

ଓ୍ବାଶିଂଟନ,୧୫।୨ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍‌ ମିଳିତ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରୁଥିବାବେଳେ ଜଣେ ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଥିଲେ। ଆମେରିକାରେ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri