ଆଜି ହେଉଛି ନଭେମ୍ବର ୧୯ ତାରିଖ। ଆଜି ହେଉଛି ଆନ୍ତର୍ଜାତୀୟ ପୁରୁଷ ଦିବସ। ସମାଜରେ ଯେତିକି ନାରୀର ଗୁରୁତ୍ୱ ରହିଛି ସେତିକି ଜଣେ ପୁରୁଷର ବି ରହିଛି। ତେବେ ଆଜିର ଏହି ପୁରୁଷ ଦିବସରେ ଚାଲନ୍ତୁ ପୁରୁଷଙ୍କ ବିଷୟରେ ଅଧିକ କିଛି ଜାଣିବା।