While everyone remembers Women’s Day, we as a society fail to understand the value of men and their contribution. On International Men’s Day 2019, let’s celebrate the positive value men bring to the world, their families and communities. The theme this year is “Making a difference for men and boys.”
ବିଶ୍ବ ଆନ୍ତର୍ଜାତୀୟ ମହିଳା ଦିବସ କେବେ ଆମେ ସମସ୍ତେ କହିବା ମାର୍ଚ୍ଚ ୮ କିନ୍ତୁ ଆନ୍ତର୍ଜାତୀୟ ପୁରୁଷ ଦିବସ କେବେ ଆମେ ସମସ୍ତେ ଟିକେ ସମୟ ଭାବିବା। ଏମିତି କାହିଁକି ? ପ୍ରତିବର୍ଷ ନଭେମ୍ବର ୧୯କୁ ଆମେ ସମସ୍ତେ ଆନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ପାଳନ କରିଥାଉ, ଏହାକୁ ନେଇ ଆମର ଏହି ସ୍ପେଶାଲ ଭିଡିଓ…