Posted inଫୁରସତ

ମନକୁ ହାଲୁକା କରେ ପିକ୍‌ନିକ୍‌

ସାରା ବିଶ୍ୱରେ ଜୁନ୍‌ ୧୮ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ପିକ୍‌ନିକ୍‌ ଡେ’ ବା ବିଶ୍ୱ ବଣଭୋଜି ଦିବସ। ଏହି ସ୍ବତନ୍ତ୍ର ଦିନରେ ଲୋକମାନେ ପିକ୍‌ନିକ୍‌ ମାଧ୍ୟମରେ ନିଜର ସାଙ୍ଗସାଥୀଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି। ଜଣେ ଅନ୍ୟ ଜଣଙ୍କ ସହ ସମୟ ଅତିବାହିତ କରିଥାନ୍ତି। ବ୍ୟସ୍ତବହୁଳ ତଥା ଧାଁଧଉଡ଼ ଜୀବନରୁ ଟିକେ ସମୟ ବାହାର କରି ମନକୁ ହାଲୁକା କରିବା ପାଇଁ ପିକ୍‌ନିକ୍‌ର ମଜା ନେଇଥାନ୍ତି ଲୋକେ। ଏହି ଦିନର ଇତିହାସ ଏବଂ ମହତ୍ତ୍ୱ ବିଷୟରେ ଜାଣନ୍ତୁ…

International Picnic Day 2023 Date Know History Significance and Why It Is Celebrated

ଯଦିଓ ଏହି ଦିନର କୌଣସି ସଠିକ୍‌ ତଥ୍ୟ ନାହିଁ ମାତ୍ର ବିଦେଶରେ ରହୁଥିବା ଲୋକମାନେ ନିଜର ପରିବାର ସହ ସମୟ କାଟିବା ପାଇଁ ଉକ୍ତ ଦିନଟିକୁ ବାଛିଥାନ୍ତି। ପିକ୍‌ନିକ୍‌ ଫ୍ରେଞ୍ଚ ଭାଷାରୁ ଆସିଛି। ଯେଉଁଥିରେ ଲୋକମାନେ ଗୋଟିଏ ଜାଗାରେ ଏକାଠି ହୋଇ ସମୟ ବିତାଇଥାନ୍ତି ଏବଂ ନିଜ ନିଜର ଖାଦ୍ୟ ଏକାସାଙ୍ଗରେ ଶେୟାର କରିଥାନ୍ତି। ଫ୍ରାନ୍ସର ଲୋକମାନେ ପ୍ରଥମେ ଏହି ଦିବସ ପାଳନ କରିଥିଲେ।

International Picnic Day 2023 Date Know History Significance and Why It Is Celebrated

ସେହିପରି ପର୍ତ୍ତୁଗାଲରେ ପିକ୍‌ନିକ୍‌ ଡେ’ ବେଶ୍‌ ଆଡମ୍ବର ସହକାରେ ପାଳନ କରାଯାଇଥାଏ। ଏହି ଇଭେଣ୍ଟରେ ପ୍ରାୟ ୨୦୦୦୦ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇଥାନ୍ତି। ଏହି ରେକର୍ଡ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡରେ ସ୍ଥାନ ପାଇଛି। ପ୍ରଥମେ ଏହାର ଉଦ୍ଦେଶ୍ୟ ହେଲା ଚିନ୍ତାରୁ ମୁକ୍ତ ପାଇବା। ଲୋକେ ପ୍ରଥମେ ରାଜନୀତିକ ଗତିବିଧିକୁ ନେଇ ଏହାକୁ ଆୟୋଜନ କରିଥିଲେ। ମାତ୍ର ଧିରେ ଧିରେ ଏହାର ଟ୍ରେଣ୍ଡ ବଦଳିଗଲା।

International Picnic Day 2023 Date Know History Significance and Why It Is Celebrated

ପିକ୍‌ନିକ୍‌ ସ୍ପଟ୍‌ରେ ମ୍ୟୁଜିକ୍‌ ତଥା ସଙ୍ଗୀତକୁ ମଧ୍ୟ ଉପଭୋଗ କରିଥାନ୍ତି ଲୋକେ। ସୁନ୍ଦର ସୁନ୍ଦର ଗୀତରେ ଲୋକମାନେ ଏକାଠି ହୋଇ ଡ୍ୟାନ୍ସ କରିଥାନ୍ତି। ଯାହାକି ମନକୁ ହାଲୁକା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର...

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri