Posted inଜାତୀୟ

ଯୋଗ ରାଜନୀତି, ପଞ୍ଜାବରେ ମୋଦିଙ୍କ ଭଳି ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ କରାଇବ ଏଏପି, ସାମିଲ ହେବେ କେଜରିଓ୍ବାଲ

ଚଣ୍ଡିଗଡ଼,୧୦।୬: ଜୁନ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏବେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହେଲେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ଯୋଗ ଦିବସ ପାଳନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି।ଏଥିପାଇଁ ବଡ ଧରଣର ପ୍ରସ୍ତୁତି ହେଉଛି। ଜୁନ ୨୦ରେ ଜଳନ୍ଧରରେ ପାଳନ ହେବାକୁ ଯାଉଥିବା ଏହି ଯୋଗ ଦିବସରେ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କଠାରୁ ଆରମ୍ଭ କରି ସମସ୍ତ କ୍ୟାବିନେଟ ମନ୍ତ୍ରୀ, ବିଧାୟକ ଓ ଏମପି ସାମିଲ ହୋଇପାରନ୍ତି। ଏହି କାର୍ଯ୍ୟକ୍ରମରେ ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ ଶିଖାଇବାକୁ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବଡ଼ ଆକ୍ସନ GEO News, SAMAA TV ସମେତ ୧୬ ପାକିସ୍ତାନୀ Youtube ଚ୍ୟାନେଲ ବ୍ୟାନ

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟର ସୁପାରିଶ ଉପରେ କାର୍ଯ୍ୟ କରି ଭାରତ ସରକାର ୧୬ଟି ପାକିସ୍ତାନୀ Youtube ଚ୍ୟାନେଲକୁ ନିଷିଦ୍ଧ...

ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି କଲା ଉଲ୍ଲଂଘନ, ଭାରତ ମୁହଁତୋଡ ଜବାବ

ଶ୍ରୀନଗର,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ପାକିସ୍ତାନ ସୁଧୁରିବାର ନାଁ ଧରୁନି। ସେ...

ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଶାହିଦ ଆଫ୍ରିଦ: ଯଦି ବନ୍ଦ କରିବାର ଅଛି, ତେବେ ସବୁ କର

ଇସଲାମାବାଦ୍‌,୨୮।୪:ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପ୍ରତ୍ୟେକ କ୍ଷେତ୍ରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, ବିସିସିଆଇ ପାକିସ୍ତାନ କ୍ରିକେଟ ଦଳ...

ଭାରତ ସହ ଯୁଦ୍ଧ ଆଶଙ୍କା କରି ଅସିମ ମୁନିରଙ୍କ ଇସ୍ତଫା ଚେତାବନୀ

ଇସଲମାବାଦ,୨୮ା୪:  ଭାରତ ସହିତ ଯୁଦ୍ଧର ଭୟ ବୃଦ୍ଧି ପାଇବା ଏବଂ କଶ୍ମୀରର ପହଲଗାମରେ ଗତ ସପ୍ତାହର ଆତଙ୍କବାଦୀ ଆକ୍ରମଣ ପରେ ସାମରିକ କର୍ମଚାରୀଙ୍କ ମଧ୍ୟରେ ଇସ୍ତଫା...

ଭାରତ ସହ ଯୁଦ୍ଧ ହେଲେ କେତେଦିନ ତିଷ୍ଠି ପାରିବ ପାକିସ୍ତାନ? PAK ଏକ୍ସପର୍ଟ କମର ଚିମା କହିଲେ…

ଇସଲାମାବାଦ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ପାକିସ୍ତାନ ବହୁତ ଚିନ୍ତିତ ଥିବା ପରି ମନେ ହେଉଛି। ବିଶେଷକରି ଭାରତୀୟ ସେନାର ଯୁଦ୍ଧ...

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

‘ଜବାବ ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ, ଯଦି ରକ୍ତପାତ ହେବ ତ…’, ବିଲାଓ୍ବଲ ଭୁଟ୍ଟୋଙ୍କୁ ଥରୁରଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୮।୪: ପହଲଗାମ ଆକ୍ରମଣ ଉପରେ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର କହିଥିଲେ, ‘ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଏକ...

କାନାଡାରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image