Categories: ବାଣିଜ୍ୟ

ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୩ ମାସରେ ପୁଞ୍ଜିବଜାର ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ପୁଞ୍ଜିବଜାରରକୁ ନେଇ ନିବେଶକଙ୍କ ଆଶା ସକାରାତ୍ମକ ରହିବା ଯୋଗୁ ବଜାର ଊର୍ଦ୍ଧ୍ୱଗାମୀ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ବିଏସ୍‌ଇ ଅଦ୍ୟାବଧି ୨୯୭୩.୫୬ ପଏଣ୍ଟ ବା ୬% ବଢିଛି। ବମ୍ବେ ଷ୍ଟକ୍‌ ବଜାରର ସୂଚକାଙ୍କ ବା ସେନ୍‌ସେକ୍ସ ଜୁନ ୨୮ରେ ସର୍ବକାଳୀନ ରେକର୍ଡ ସ୍ତର ୫୩,୧୨୬.୭୩ ପଏଣ୍ଟ ସ୍ତର ଛୁଇଁଥିଲା।

Share