ଆଜିଠୁ ଆଇପିଏଲ୍‌: ଟାଇଟଲ୍‌ ପାଇଁ ଲଢ଼ିବେ ଏହି ୮ ଅଧିନାୟକ; ଜାଣନ୍ତୁ କିଏ ବୟସରେ…

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୧ରେ ପୁଣି ଥରେ ଟାଇଟଲ ହାସଲ ପାଇଁ ୮ ଟି ଦଳ ପରସ୍ପର ମୁହାଁମୁହିଁ ହେବେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲ୍‌ର ଏହି ନୂତନ ସିଜନରେ ୨୩ ବର୍ଷୀୟ ରିଷଭ ପନ୍ତ ସବୁଠାରୁ କନିଷ୍ଠ ଅଧିନାୟକ ଭାବେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ସେହିଭଳି ଅନ୍ୟ ଦଳର ଅଧିନାୟକ ଏବଂ ତାଙ୍କର ବୟସ ବିଷୟରେ ଆସନ୍ତୁ ଜାଣିବା।

୧-ମହେନ୍ଦ୍ର ସିଂ ଧୋନୀ (ଚେନ୍ନାଇ ସୁପର କିଙ୍ଗସ) – ବୟସ ୩୯ ବର୍ଷ ୨୭୬ ଦିନ
୨-ଇଏନ ମୋର୍ଗାନ (କୋଲକାତା ନାଇଟ ରାଇଡର୍ସ) – ବୟସ ୩୪ ବର୍ଷ ୨୧୧ ଦିନ
୩-ଡେଭିଡ ୱାର୍ନର (ସନରାଇଜର୍ସ ହାଇଦ୍ରାବାଦ) – ବୟସ ୩୪ ବର୍ଷ ୧୬୪ ଦିନ
୪-ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍ସ) – ବୟସ ୩୩ ବର୍ଷ ୩୪୪ ଦିନ
୫-ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) – ବୟସ ୩୨ ବର୍ଷ ୧୫୫ ଦିନ
୬-କେ.ଏଲ ରାହୁଲ (ପଞ୍ଜାବ କିଙ୍ଗସ) – ବୟସ ୨୮ ବର୍ଷ ୩୫୬ ଦିନ
୭-ସଞ୍ଜୁ ସାମସନ (ରାଜସ୍ଥାନ ରୟାଲ୍ସ) – ବୟସ ୨୬ ବର୍ଷ ୧୪୯ ଦିନ
୮-ରିଷଭ ପନ୍ତ (ଦିଲ୍ଲୀ ରାଜଧାନୀ) – ବୟସ ୨୩ ବର୍ଷ ୧୮୭ ଦିନ

ଏଯାବତର ଆଇପିଏଲ୍‌ ଇତିହାସରେ ଯୁବ ଅଧିନାୟକ ବିଷୟରେ କତା ହେଲେ ବିରାଟ କୋହଲିଙ୍କ ନାମ ପ୍ରଥମରେ ଆସିବ। କାରଣ ସେ ୨୨ ବର୍ଷ ୧୮୭ ଦିନ ବୟସରେ ଆର୍‌ସିବିର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଏବେ ପର୍ଯ୍ୟନ୍ତର ପାଞ୍ଚଜଣ କନିଷ୍ଠ ଅଧିନାୟକ ହେଉଛନ୍ତି:

୧. ବିରାଟ କୋହଲି – ୨୨ ବର୍ଷ ୧୮୭ ଦିନ
୨. ଷ୍ଟିଭ ସ୍ମିଥ – ୨୨ ବର୍ଷ ୩୪୪ ଦିନ
୩. ସୁରେଶ ରାଇନା – ୨୩ ବର୍ଷ ୧୧୨ ଦିନ
୪. ଶ୍ରେୟାସ ଆୟାର – ୨୩ ବର୍ଷ ୧୪୧ ଦିନ
୫. ରିଷଭ ପନ୍ତ – ୨୩ ବର୍ଷ ୧୪୪ ଦିନ


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri