ସରିଲା ଆଇପିଏଲ୍‌: କାହାକୁ ମିଳିଲା କେତେ ପୁରସ୍କାର ରାଶି ଜାଣନ୍ତୁ

ଅହମ୍ମଦାବାଦ୍‌,୩୦।୫: ଆଇପିଏଲ୍‌ ୨୦୨୨ ଶେଷ ହୋଇଛି। ଟାଇଟଲ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ଆଇପିଏଲ ଜିତିଥିବା ଦଳକୁ ୨୦ କୋଟି ଟଙ୍କା ଦିଆଯାଇଥିଲା। ଏଥିସହିତ ଫାଇନାଲରେ ହାରିଥିବା ଦଳକୁ ୧୨.୫ କୋଟି ଟଙ୍କା ଦିଆଯାଇଛି।
କାହାକୁ କ’ଣ ମିଳିଲା ପୁରସ୍କାର
ପର୍ପଲ କ୍ୟାପ- ୟୁଜବେନ୍ଦ୍ର ଚହଲ(୧୦ ଲକ୍ଷ ଟଙ୍କା)
ଅରେଞ୍ଜ କ୍ୟାପ୍‌- ଜୋସ ବଟଲର୍‌ (୧୦ ଲକ୍ଷ ଟଙ୍କା)
ସୁପର ଷ୍ଟ୍ରାଇକର୍‌ ଅଫ୍‌ ଦ ସିଜିନ୍‌-ସିଜନ ଟାଟା ପଞ୍ଚ କାର୍‌
କ୍ରାକ୍‌ ଇଟ୍‌ ସିକ୍ସେଜ୍‌ ଅଫ୍‌ ଦ ସିଜିନ୍‌ -ଜୋଶ୍‌ ବଟ୍‌ଲର୍‌ (୧୦ ଲକ୍ଷ ଟଙ୍କା)
ପାୱାର୍‌ ପ୍ଲେୟାର ଅଫ୍‌ ଦ ସିଜନ୍‌-ଜୋଶ୍‌ ବଟ୍‌ଲର୍‌ (୧୦ ଲକ୍ଷ ଟଙ୍କା)
ମୋଷ୍ଟ ଭାଲ୍ୟୁଏବ୍‌ଲ୍‌ ପ୍ଲେୟାର୍‌ ଅଫ୍‌ ଦ ସିଜନ୍‌-ଜୋଶ୍‌ ବଟ୍‌ଲର୍‌ (୧୦ ଲକ୍ଷ ଟଙ୍କା)
ଗେମ୍‌ ଚେଞ୍ଜର୍‌ ଅଫ୍‌ ଦ ସିଜିନ୍‌-ଜୋଶ୍‌ ବଟ୍‌ଲର୍‌ (୧୦ ଲକ୍ଷ ଟଙ୍କା)
ଇମରଜିଙ୍ଗ୍‌ ପ୍ଲେୟାର୍‌ ଅଫ୍‌ ଦ ସିଜନ୍‌-ଉମରାନ ମଲିକ(୧୦ ଲକ୍ଷ ଟଙ୍କା)
ଫାଷ୍ଟଟେଷ୍ଟ ଡିଲିଭରୀ ଅଫ୍‌ ଦ ସିଜିନ୍‌-ଲକି ଫର୍ଗୁସନ୍‌-(୧୦ ଲକ୍ଷ ଟଙ୍କା)
ଅନ୍‌ ଦ ଗୋ ୪ ଅଫ୍‌ ଦ ସିଜିନ୍‌-ଜୋଶ୍‌ ବଟ୍‌ଲର୍‌(୧୦ ଲକ୍ଷ ଟଙ୍କା)
ଫେୟାର ପ୍ଲେ ଆଓ୍ବାଡ-ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ
କ୍ୟାଚ୍‌ ଅପ୍‌ ଦ ସିଜିନ୍‌-ଏଭିନ୍‌ ଲୁଇସ୍‌-୧୦ ଲକ୍ଷ ଟଙ୍କା


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ଜୁନିଅର୍‌ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍‌

ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର...

୨୧୭ ରନ୍‌, ୧୭ ଉଇକେଟ୍‌: ପ୍ରଥମ ଦିନରେ ପ୍ରଧାନ୍ୟ ବିସ୍ତାର କଲେ ବୋଲର୍‌

ପର୍ଥ,୨୨।୧୧: ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ...

ଭାରତ ପରେ ମାଟି କାମୁଡିଲା ଅଷ୍ଟ୍ରେଲିଆ: ବୁମ୍‌ରାଙ୍କ ଚମତ୍କାର ବୋଲିଂ

ପର୍ଥ,୨୨।୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୫୦ ରନରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ମାଟି କାମୁଡିଛି।...

ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା...

ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ

ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ମାତ୍ର ୫୦ ରନ୍‌ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍‌

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ...

ପର୍ଥରେ ବଡ଼ ରେକର୍ଡ କଲେ କେ.ଏଲ୍‌ ରାହୁଲ

ପର୍ଥ,୨୨।୧୧: ପର୍ଥ ଟେଷ୍ଟରେ କେ.ଏଲ ରାହୁଲ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri