ଆଜି ଦ୍ୱିତୀୟ ଦିନ: ପଞ୍ଜାବ ପାଖରେ ସବୁଠାରୁ ଅଧିକ ୨୮ କୋଟି ବାକି, ଅବଶିଷ୍ଟ ଟିମ୍‌…

ବେଙ୍ଗାଲୁରୁ,୧୩।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ନିଲାମର ଆଜି ଦ୍ୱିତୀୟ ଦିନ। ବିଶେଷକରି ବିକ୍ରି ହୋଇ ନ ଥିବା ପ୍ରମୁଖ ଖେଳାଳିଙ୍କୁ କେଉଁ ଦଳ ଟିମ୍‌ରେ ସ୍ଥାନ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଜାଣନ୍ତୁ ଏଯାବତ କ’ଣ ରହିଛି ଦଳର ସ୍ଥିତି:

ଚେନ୍ନାଇ ସୁପର କିଙ୍ଗ୍ସ: ଖେଳାଳି କ୍ରୟ: ୧୦, ଅବଶିଷ୍ଟ ବଜେଟ: ୨୦.୪୫ କୋଟି ଟଙ୍କା

ଦିଲ୍ଲୀ କ୍ୟାପିଟାଲ୍ସ: ଖେଳାଳି କ୍ରୟ: ୧୩, ଅବଶିଷ୍ଟ ବଜେଟ: ୧୬.୫୦ କୋଟି ଟଙ୍କା

ଗୁଜୁରାଟ ଟାଇଟାନ୍ସ: ଖେଳାଳି କ୍ରୟ: ୧୦, ଅବଶିଷ୍ଟ ବଜେଟ: ୧୮.୮୫ କୋଟି ଟଙ୍କା

କୋଲକାତା ନାଇଟ ରାଇଡର୍ସ:ଖେଳାଳି କ୍ରୟ: ୯, ଅବଶିଷ୍ଟ ବଜେଟ: ୧୨.୬୫ କୋଟି ଟଙ୍କା

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ:ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୬.୯୦ କୋଟି ଟଙ୍କା

ମୁମ୍ବାଇ ଇଣ୍ଡିଆନ୍ସ: ଖେଳାଳି କ୍ରୟ: ୮, ଅବଶିଷ୍ଟ ବଜେଟ: ୨୭.୮୫ କୋଟି ଟଙ୍କା

ପଞ୍ଜାବ କିଙ୍ଗ୍ସ: ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୨୮.୬୫ କୋଟି ଟଙ୍କା

ରାଜସ୍ଥାନ ରୟାଲ୍ସ: ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୧୨.୧୫ କୋଟି ଟଙ୍କା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୯.୨୫ କୋଟି ଟଙ୍କା

ସନରାଇଜର୍ସ ହାଇଦ୍ରାବାଦ: ଖେଳାଳି କ୍ରୟ: ୧୩, ଅବଶିଷ୍ଟ ବଜେଟ: ୨୦.୧୫ କୋଟି ଟଙ୍କା

Share