Categories: ଖେଳ

ଆଇପିଏଲ୍‌ ନିଲାମି: କେଉଁ ଖେଳାଳିଙ୍କୁ କିଣିଲା କେଉଁ ଟିମ୍‌, ଦେଖନ୍ତୁ ପୁରା ତାଲିକା…

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩ର ମିନି ଅକ୍ସନ(ନିଲାମି) ଏଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ଦାମ୍‌ ଲଗାଉଛନ୍ତି ସମସ୍ତ ୧୦ ଫ୍ରାଞ୍ଚାଇଜ୍‌। ବିଶେଷକରି ବିଦେଶୀ ଖେଳାଳିଙ୍କ ଉପରେ ମୋଟା ଅଙ୍କର ମୂଲ୍ୟ ଲାଗୁଥିବା ବେଳେ କିଛି ଭାରତୀୟ ଖେଳାଳିଙ୍କୁ ବେସ୍‌ ପ୍ରାଇସ୍‌ରେ କିଣାଯାଇଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା:-

-କେନ୍‌ ଓ୍ବିଲିୟମସନ୍‌(ନ୍ୟୁଜିଲାଣ୍ଡ)-୨ କୋଟି ଟଙ୍କା-ଗୁଜରାଟ ଟାଇଟନ୍ସ
-ହ୍ୟାରି ବ୍ରୁକ୍‌(ଇଂଲଣ୍ଡ)-୧୩.୨୫ କୋଟି-ସନରାଇଜର୍ସ ହାଇଦ୍ରାବାଦ
-ମୟଙ୍କ ଅଗ୍ରଓ୍ବାଲ(ଭାରତ)-୮.୨୫ କୋଟି-ସନରାଇଜର୍ସ ହାଇଦ୍ରାବାଦ
-ଅଜିଙ୍କ୍ୟ ରାହାନେ(ଭାରତ)-୫୦ ଲକ୍ଷ-ଚେନ୍ନାଇ ସୁପର କିଙ୍ଗ୍ସ
-ସାମ୍‌ କୁରାନ(ଇଂଲଣ୍ଡ)-୧୮.୫୦ କୋଟି-ପଞ୍ଜାବ କିଙ୍ଗ୍ସ
-ଓଡିଅନ୍‌ ସ୍ମିଥ(ଓ୍ବେଷ୍ଟଇଣ୍ଡିଜ୍‌)-୫୦ ଲକ୍ଷ-ଗୁଜରାଟ ଟାଇଟନ୍ସ
-ସିକନ୍ଦର ରଜା(ଜିମ୍ବାଓ୍ବେ)-୫୦ ଲକ୍ଷ- ପଞ୍ଜାବ କିଙ୍ଗ୍ସ
-ଜାସନ ହୋଲ୍ଡର(ଓ୍ବେଷ୍ଟଇଣ୍ଡିଜ)-୫.୭୫ କୋଟି-ରାଜସ୍ଥାନ ରୟାଲ୍ସ
-କାମେରନ ଗ୍ରିନ(ଅଷ୍ଟ୍ରେଲିଆ)-୧୭.୫୦ କୋଟି-ମୁମ୍ବାଇ ଇଣ୍ଡିଆନ୍ସ
-ବେନ ଷ୍ଟୋକ୍ସ(ଇଂଲଣ୍ଡ)-୧୬.୨୫ କୋଟି-ଚେନ୍ନାଇ ସୁପର କିଙ୍ଗ୍ସ
-ନିକୋଲାସ ପୁରନ(ଓ୍ବେଷ୍ଟଇଣ୍ଡିଜ)-୧୬ କୋଟି-ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
-ହେନ୍ରିଚ୍‌ କ୍ଲାସେନ୍‌(ଦକ୍ଷିଣ ଆଫ୍ରିକା)-୫.୨୫ କୋଟି- ସନରାଇଜର୍ସ ହାଇଦ୍ରାବାଦ
-ଫିଲ୍‌ ସଲ୍ଟ(ଇଂଲଣ୍ଡ)-୨ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ
-ଜୟଦେବ ଉନାଦକଟ(ଭାରତ)-୫୦ ଲକ୍ଷ-ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
-ରାଇସ୍‌ ଟୋପଲି(ଇଂଲଣ୍ଡ)-୧.୯୦ କୋଟି-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
-ଗାଇଲ ରିଚାର୍ଡସନ(ଅଷ୍ଟ୍ରେଲିଆ)-୧.୫୦ କୋଟି-ମୁମ୍ବାଇ ଇଣ୍ଡିଆନ୍ସ
-ଇଶାନ୍ତ ଶର୍ମା(ଭାରତ)-୫୦ ଲକ୍ଷ-ଦିଲ୍ଲୀ କ୍ୟାପିଟାଲ୍ସ
-ଆଦିଲ ରଶିଦ(ଇଂଲଣ୍ଡ)-୨ କୋଟି- ସନରାଇଜର୍ସ ହାଇଦ୍ରାବାଦ
-ମୟଙ୍କ ମାର୍କଣ୍ଡେୟ(ଭାରତ)-୫୦ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ
-ଶେଖ ରସିଦ(ଭାରତ)-୨୦ ଲକ୍ଷ- ଚେନ୍ନାଇ ସୁପର କିଙ୍ଗ୍ସ
-ବିବ୍ରାନ୍ତ ଶର୍ମା(ଭାରତ)-୨.୬୦ କୋଟି-ସନରାଇଜର୍ସ ହାଇଦ୍ରାବାଦ
-ସମର୍ଥ ବ୍ୟାସ(ଭାରତ)-୨୦ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ
-ସାନଭିର୍‌ ସିଂ(ଭାରତ)-୨୦ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ
-ନିଶାନ୍ତ ସିନ୍ଧୁ(ଭାରତ)-୬୦ ଲକ୍ଷ-ଚେନ୍ନାଇ ସୁପର କିଙ୍ଗ୍ସ
-ଏନ୍‌.ଜଗଦିଶନ(ଭାରତ)-୯୦ ଲକ୍ଷ-କୋଲକାତା ନାଇଟ ରାଇଡର୍ସ
-ଶ୍ରୀକର ଭରତ(ଭାରତ)-୧.୨୦ କୋଟି-ଗୁଜରାଟ ଟାଇଟନ୍ସ
-ଉପେନ୍ଦ୍ର ଯାଦବ(ଭାରତ)-୨୫ ଲକ୍ଷ- ସନରାଇଜର୍ସ ହାଇଦ୍ରାବାଦ

Share