ଭୁବନେଶ୍ୱର,୩।୧୧(ବ୍ୟୁରୋ): ୧୯୯୨ ବ୍ୟାଚ୍ ଓ ଆଇପିଏସ୍ ଲଳିତ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ କଟକସ୍ଥିତ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେଶନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଇପିଏସ୍ ବିକେ ଶର୍ମା ଚାକିରିରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡିଥିଲା। ପୂର୍ବରୁ ସେ ଗୃହ ବିଭାଗର ଓଏସ୍ଡି ଭାବେ କାର୍ଯ୍ୟ କରୁଥିଲେ।