୨ ମହିଳା ସାମ୍ବାଦିକାଙ୍କୁ ଜେଲ୍‌ରେ ରଖିଛି ଇରାନ

ତେହେରାନ,୨୨ା୧୦: ତେହେରାନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ୧୬ ସେପ୍ଟେମ୍ବର ୨୦୨୨ରେ ମହସା ଆମିନୀଙ୍କ ହେପାଜତ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ମହସା ଆମିନୀଙ୍କ ମୃତ୍ୟୁ ଖବର ସଂଗ୍ରହ କରିବାକୁ ଯାଇ ଗିରଫ ହୋଇଥିବା ଦୁଇ ସାମ୍ବାଦିକାଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇଛି ବୋଲି ନ୍ୟାୟପାଳିକା ରବିବାର କହିଛନ୍ତି।

Share