ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ

ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍‌ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଛି। ଇସଲାମାବାଦରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପାକିସ୍ତାନର ସୁରକ୍ଷା ବାହିନୀ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍‌ କରିଛି। ଏହି ଅପରେଶନ ସମୟରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ପାକିସ୍ତାନ ଗୁରୁବାର କହିଛି, ଇରାନରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଏବଂ ଗୁପ୍ତଚର ଭିତ୍ତିକ ଅପରେଶନରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଯାହାକୁ ‘ମର୍ଗ ଓ୍ବାର୍‌ ସରମାଚର’ ନାମ ଦିଆଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କୋର୍ଟରୁ ଟ୍ରମ୍ପକୁ ଲାଗିଲା ବଡ଼ ଝଟକା! ଏହି ମାମଲାରେ ଶୁଣାଇଲେ ରାୟ

ଓ୍ବାଶିଂଟନ,୧୪।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଗଣ ଛଟେଇର ସମ୍ମୁଖୀନ ହେଉଥିବା ହଜାର ହଜାର ଫେଡେରାଲ କର୍ମଚାରୀଙ୍କୁ ପୁନଃସ୍ଥାପନ କରିବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ...

କାହିଁକି ଭାରତକୁ ପ୍ରଶଂସା କଲେ ପୁଟିନ? ଜାଣନ୍ତୁ ଏହା ପଛର କାରଣ

ମସ୍କୋ,୧୪।୩: କ୍ୱିଭର ଯୁଦ୍ଧବିରତି ପ୍ରସ୍ତାବ ଉପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ...

ଜଳିଗଲା ୧୭୨ ଯାତ୍ରୀଥିବା ବିମାନ, ଡେନଭର ବିମାନ ବନ୍ଦରରେ ଭୟର ବାତାବରଣ, ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆମେରିକୀୟ ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିବା ପରେ ଏଠାରେ ଭୟଙ୍କର ବାତାବରଣ...

କୁର୍କ୍ସର ସର୍ବବୃହତ୍‌ ସହରକୁ ପୁଣି ଦଖଲକଲା ରୁଷିଆ

ମସ୍କୋ,୧୪।୩ ୟୁକ୍ରେନ୍‌ ଯୁଦ୍ଧର ଅବସାନ ନିମନ୍ତେ ଆଲୋଚନା ପାଇଁ ଆମେରିକାର ପ୍ରତିନିଧିମାନେ ମସ୍କୋ ଗସ୍ତରେ ଯାଉଥିବାବେଳେ ରୁଷିଆ ଗୁରୁବାର କୁର୍କ୍ସର ସର୍ବବୃହତ୍‌ ସହରକୁ ପୁନର୍ବାର ନିଜ...

ବିଳମ୍ବ ହେବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌, ୧୪।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ସାଥୀ ନାସା ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋରଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବିତ ହୋଇଛି।...

ପୁନଃ ଅବସ୍ଥାନ ପାଇଁ ଆଇସ୍‌ଲାଣ୍ଡ ପ୍ରଥମ ପସନ୍ଦ

ଓ୍ବାଶିଂଟନ୍‌, ୧୪।୩: ଆମେରିକୀୟ ଅନ୍‌ଲାଇନ ରେମିଟାନ୍ସ କମ୍ପାନୀ ରେମିଟ୍‌ଲି ପକ୍ଷରୁ ଗୁରୁବାର ‘ରେମିଟ୍‌ଲି ଇମିଗ୍ରେଶନ ଇଣ୍ଡେକ୍ସ ୨୦୨୫’ ଜାରି ହୋଇଛି। ଏହି ସୂଚକାଙ୍କ ଅନୁଯାୟୀ, ୨୦୨୫ରେ...

ଅସ୍ତ୍ରବିରତି ପାଇଁ ରୁଷିଆ ପ୍ରସ୍ତୁତ, ହେଲେ ଟ୍ରମ୍ପଙ୍କ ଆଗରେ ଏହି ଶର୍ତ୍ତ ରଖିଦେଲେ ପୁଟିନ୍‌, ବିଶ୍ୱରେ ହଇଚଇ

ମସ୍କୋ,୧୩।୩: ୟୁକ୍ରେନ ସହିତ ଶାନ୍ତି ଚୁକ୍ତିନାମା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।...

ଟ୍ରେନ୍‌ ଅପହରଣ ପରେ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ଆତଙ୍କବାଦୀଙ୍କୁ ନିହତ କଲା ସେନା

ଇସଲାମାବାଦ,୧୩।୩: ଗୁରୁବାର ପାକିସ୍ତାନ ସେନା ଦାବି କରିଛି ଯେ ଖାଇବର ପଖତୁନଖୱାର ଦକ୍ଷିଣ ୱାଜିରିସ୍ତାନ ଜିଲାର ଏକ ଫ୍ରଣ୍ଟିୟର୍‌ କର୍ପସ ଶିବିର ନିକଟରେ ଆତ୍ମଘାତୀ ବୋମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image