ଦୁଇ ଦିନିଆ ରିମାଣ୍ଡରେ ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ୱର,୧୯।୯: ହନିଟ୍ରାପ କୁଇନ ଇରାନୀ ଗ୍ୟାଙ୍ଗ ଗିରଫ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର । ଦୁଇ ଦିନିଆ ରିମାଣ୍ଡ ଅବଧି ସମୟରେ ତମାଣ୍ଡୋ ଥାନା ପୋଲିସ ନିଶିକାନ୍ତକୁ ମାରାଥନ ଜେରା କରିବ । ଏହି ଗ୍ୟାଙ୍ଗରେ ଆଉ କିଏ ସଦସ୍ୟ ଅଛନ୍ତି ଏବଂ ଆଉ କାହାକୁ ବ୍ଲାକମେଲିଂ କରିଛନ୍ତି ସେ ସମ୍ପର୍କରେ ତନାଘନା କରାଯିବ।

Share