ଆଫଗାନିସ୍ତାନରେ ପ୍ରଥମ ପୋଲିଓ ସଂକ୍ରମିତ ଚିହ୍ନଟ

କାବୁଲ,୧୪।୫: ଆଫଗାନିସ୍ତାନରେ ୨୦୨୩ର ପ୍ରଥମ ପୋଲିସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଫଗାନିସ୍ତାନର ସ୍ବାସ୍ଥ୍ୟ ଅଧିକାରୀ ନାଙ୍ଗାହାରରେ ଜଣେ ପୋଲିଓ ସଂକ୍ରମିତ ଶିଶୁକୁ ଚିହ୍ନଟ କରିଛନ୍ତି। ସ୍ଥାନୀୟ ମିଡିଆ ସହାୟତାରେ ଏହି ସୂଚନା ଦିଆଯାଇଛି।
ତାଲିବାନ ଶାସନରେ ଥିବା ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ୨୦୨୩ ପରେ ଆଫଗାନିସ୍ତାନରେ ପ୍ରଥମ ପୋଲିସ ଘଟଣା ସାମ୍ନାକୁ ଆସିଛି। ଆଫଗାନିସ୍ତାନର ନାଙ୍ଗାହାରରେ ଜଣେ ୪ ବଷର ଶିଶୁ ପୋଲିଓରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱର ଏହା ଦ୍ୱିତୀୟ ଘଟଣା ବୋଲି କୁହାଯାଉଛି।

Share