ସୀମାରେ ଭାରତ-ଚାଇନା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ବୟକଟ ଚାଇନା ନେଇ ଲୋକ ଦାବି ପୁଣି ଜୋର ଧରିଛି । ଅନେକ ସ୍ଥାନରେ ଚାଇନା ସାମଗ୍ରୀ ପୋଡାଜଳା କରିବା ସହ ସରକାରଙ୍କ ପକ୍ଷରୁ ଚାଇନା ଆପ ସବୁ ବ୍ୟାନ କରାଯାଇଛି । ଭାରତରେ ଚାଇନା ଜିନିଷ ହଠାତ ବୟକଟ କରିବା ସମ୍ଭବ କି? ଏ ସମ୍ପର୍କରେ ଅଧିକ ଆଲୋଚନା କରିବାକୁ ଅଛନ୍ତି ଡକ୍ଟର ଅନିରୂପା ମିଶ୍ର… ନ୍ୟାସ୍ନାଲ ଲ ୟୁନିଭରସିଟିର ଆସିଷ୍ଟାଣ୍ଡ ପ୍ରଫେସର।