Posted inଫୁରସତ

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB ଷ୍ଟୋରେଜ ପ୍ରଦାନ କରାଯାଇଥାଏ । ଇମେଲ ଆଟାଚମେଣ୍ଟ, ବଡ଼ ଫାଇଲ ଏବଂ ଅବାଞ୍ଛିତ ଇମେଲ ଯୋଗୁଁ ଏହି ଷ୍ଟୋରେଜ ଶୀଘ୍ର ଫୁଲ ହୋଇଯାଏ । ଯେତେବେଳେ ଷ୍ଟୋରେଜ ଫୁଲ ହୋଇଯାଏ, ନୂଆ ଇମେଲ ପଠାଇବା ଏବଂ ଗ୍ରହଣ କରିବାରେ ସମସ୍ୟା ଦେଖାଯାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ମିନିଟ ମଧ୍ୟରେ ଆପଣ ଆପଣଙ୍କର Gmail କୁ ସହଜରେ ଖାଲି କରିପାରିବେ । ଆଉ ଆପଣ Storage Full ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ପ୍ରଥମେ ଆପଣଙ୍କର Gmailରେ ପ୍ରାୟତଃ ଏହିପରି ଅନେକ ଇମେଲଗୁଡିକ ଆସିଥାଏ ଯାହା ଅନାକଶ୍ୟକ ଅଟେ, ଯାହା କେଣସି ଦରକାରରେ ଲାଗେ ନାହିଁ । ଏହି ଅନାବଶ୍ୟକ ଇମେଲଗୁଡିକ ଡିଲିଟ କରି ଷ୍ଟୋରେଜ ଖାଲି କରିପାରିବେ ।

ସ୍ପାମ ଏବଂ ଟ୍ରାଶ ଫୋଲ୍ଡରଗୁଡିକରେ ଏମିତି ଇମେଲ ଗୁଡ଼ିକ ଥାଏ, ଯାହାକୁ ଆପଣ ପୂର୍ବରୁ ଡିଲିଟ କରିଛନ୍ତି । ସମୟ ସମୟରେ ସେମାନଙ୍କୁ ଖାଲି କରିବା ଜରୁରୀ, ଯାହାଫଳରେ ଷ୍ଟୋରେଜ ଖାଲି ହୋଇପାରିବ ।

Gmail କୁ ସ୍କିଡରେ ଚଲାଇବା ପାଇଁ ଆପଣଙ୍କର ଇମେଲରୁ ଲେବଲ ଏବଂ ଫୋଲ୍ଡରରେ ସଂଗଠିତ କରନ୍ତୁ । ଏହା କେବଳ ଷ୍ଟୋରେଜ ସଞ୍ଚୟ କରେ ନାହିଁ ବରଂ ଆପର ସ୍ପିଡ ମଧ୍ୟ ବଢାଇଥାଏ ।

ସେହି ଇମେଲଗୁଡିକୁ UnSuscribe କରନ୍ତୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ନୁହେଁ । ଏହା କେବଳ ଆପଣଙ୍କ ଇନବକ୍ସକୁ ସଫା ରଖିବ ନାହିଁ ବରଂ ଅନାବଶ୍ୟକ ଇମେଲଗୁଡିକ ଆସିବାକୁ ମଧ୍ୟ ରୋକିବ ।

Gmail ରେ ଅନେକ ଇମେଲ ଅଛି ଯାହାକୁ ଆପଣ କେବେ ପଢନ୍ତି ନାହିଁ । ଏଗୁଡିକ ଡିଲିଟ କରିବା ପାଇଁ Gmail ଖୋଲନ୍ତୁ । ସର୍ଚ୍ଚ ବାର୍‌ ରେ unread ଟାଇପ କରନ୍ତୁ । ସମସ୍ତ unread ଇମେଲଗୁଡିକ ସିଲେକ୍ଟ କରନ୍ତୁ ଏବଂ ସେଗୁଡ଼ିକୁ ଡିଲିଟ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image