Categories: ଜାତୀୟ

ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର୍‌ ୯୯.୩୮%

ନୂଆଦିଲ୍ଲୀ,୨୪।୭: ରବିବାର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସ୍‌ସି) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ଏହି ପରୀକ୍ଷାରେ ପାସ୍‌ ହାର ୯୯.୩୮ ପ୍ରତିଶତ ରହିଛି। ଏଥିମଧ୍ୟରୁ ଛାତ୍ରୀଙ୍କ ପାସ୍‌ ହାର ୯୯.୫୨ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୯୯.୨୬ ପ୍ରତିଶତ ରହିଛି। ଛାତ୍ରୀଛାତ୍ରମାନେ cisce.org ର ଅଫିସିଆଲ ୱେବସାଇଟ ଯାଇ ଫଳାଫଳ ଜାଣିପାରିବେ।

Share