ନେତାନ୍ୟାହୁଙ୍କ ପୋଷ୍ଟ ଯୋଗୁ ହସ୍ପିଟାଲରେ ହେଲା ବିସ୍ଫୋରଣ

ଗାଜା,୧୮୧୦: ଲଗାତାର ୧୨ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି ଇସ୍ରାଏଲ୍ ଆକ୍ରମଣାତ୍ମକ ଭାବରେ ହମାସକୁ ଆକ୍ରମଣ କରୁଛ ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ହମାସ ସମର୍ଥିତ ଅଲ-ଅହଲି ଗାଜାର ଆରବ ହସ୍ପିଟାଲରେ ଏକ ବଡ଼ ଧରଣର ବିସ୍ଫୋରଣ କରିଛି ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏହି ବିସ୍ଫୋରଣରେ ଶିଶୁ ଓ ମହିଳାଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି

ଏହି ଆକ୍ରମଣର ହେବା ପରେ ଟ୍ବିଟରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରବଳ ବିରୋଧ ଆରମ୍ଭ ହୋଇଥିଲା ବିରୋଧ ହେବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡିଲିଟ ହୋଇଯାଇଥିଲା ତେବେ ବର୍ତ୍ତମାନ ଟ୍ବିଟ୍ ଡିଲିଟ୍କୁ ନେଇ ବିବାଦ ଆରମ୍ଭ ହୋଇଛି ଏହି ଆକ୍ରମଣ ପାଇଁ ହମାସ୍ ଓ ଇସ୍ରାଏଲ୍ ସେନା ପରସ୍ପରକୁ ଦାୟୀ କରୁଛନ୍ତି
ଏହି ଅାକ୍ରମଣରେ ୫୦୦ ଲୋକ ପ୍ରାଣ ହରାଇଛନ୍ତି ଅନେକ ଲୋକ ମାଟିତଳେ ଚାପି ହୋଇ ମୃତୁ୍ୟ
ବରଣ କରିଛନ୍ତି ଏହି ଆକ୍ରମଣ ସମ୍ପର୍କରେ ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି

Share