ଇସ୍ରାଏଲର ବ୍ୟବସାୟୀଙ୍କୁ ମାରିବାକୁ ଚାହୁଁଥିଲା ଇରାନ

ଜେରୁସାଲେମ,୧।୭:ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏକ ବଡ ଖୁଲାସା କରିଛି। ଦେଶର ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଇରାନର ଯୋଜନାକୁ ପଣ୍ଡ କରିଦେଇଛିି। ଏଥିରେ ପାକିସ୍ତାନର ସମ୍ପୃକ୍ତି ଥିବା ମଧ୍ୟ ସୂଚନା ରହିଛି ବୋଲି ମୋସଦା କହିଛି। ଇରାନରେ ଆତଙ୍କବାଦ ବିରୋଧୀ ଅପରେସନରେ ମୋସାଦ ଆତଙ୍କବାଦୀ ସଂଗଠନ ସହ ଜଡିତ ୟୋସେଫ ଶାହାବାଜୀ ଅବ୍ବାସଲିଲୋଙ୍କୁ ଗିରଫ କରିଛି।

Share